୫,୦୦୦ କେନ୍ଦ୍ରରେ ଶିଶୁଙ୍କ ପାଇଁ ରବିବାର କ୍ଲାସ କରିବାକୁ ଯୋଜନା କରିଛି ଆରଏସ୍‌ଏସ୍‌

ନୂଆଦିଲ୍ଲୀ: ପିଲାମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ପାଇଁ ଆରଏସ୍‌ଏସ୍‌ ‘ବାଲ୍‌ ଗୋକୁଳମ୍‌’ ନାମରେ ଏକ କାର୍ଯ୍ୟକ୍ରମ ଜୁନ୍‌ ୧ରୁ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଜରିଆରେ ଦେଶର ୫,୦୦୦ କେନ୍ଦ୍ରରେ ପିଲାମାନଙ୍କୁ ବିଭିନ୍ନ ଦିଗ ଉପରେ ଶିକ୍ଷା ଦିଆଯିବ। ପ୍ରତି ରବିବାର ୫ରୁ ୧୮ ବର୍ଷ କିଶୋରଙ୍କୁ ହିନ୍ଦୁ ଧର୍ମଶାସ୍ତ୍ର ସମେତ ଦେଶ ଗଠନ ବିଷୟରେ ଶିକ୍ଷା ଦିଆଯିବ। ଆରଏସ୍‌ଏସ୍‌ର ଅଖିଳ ଭାରତ ସହ ପ୍ରଚାର ପ୍ରମୁଖ ଜେ. ନନ୍ଦକୁମାର କହିଛନ୍ତି, “ଏବେ […]

RSS-plans-Sunday-classes-for-kids-at-5000-centres

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 01:01 PM IST

Sports

Latest News

ନୂଆଦିଲ୍ଲୀ: ପିଲାମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ପାଇଁ ଆରଏସ୍‌ଏସ୍‌ ‘ବାଲ୍‌ ଗୋକୁଳମ୍‌’ ନାମରେ ଏକ କାର୍ଯ୍ୟକ୍ରମ ଜୁନ୍‌ ୧ରୁ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଜରିଆରେ ଦେଶର ୫,୦୦୦ କେନ୍ଦ୍ରରେ ପିଲାମାନଙ୍କୁ ବିଭିନ୍ନ ଦିଗ ଉପରେ ଶିକ୍ଷା ଦିଆଯିବ। ପ୍ରତି ରବିବାର ୫ରୁ ୧୮ ବର୍ଷ କିଶୋରଙ୍କୁ ହିନ୍ଦୁ ଧର୍ମଶାସ୍ତ୍ର ସମେତ ଦେଶ ଗଠନ ବିଷୟରେ ଶିକ୍ଷା ଦିଆଯିବ।

ଆରଏସ୍‌ଏସ୍‌ର ଅଖିଳ ଭାରତ ସହ ପ୍ରଚାର ପ୍ରମୁଖ ଜେ. ନନ୍ଦକୁମାର କହିଛନ୍ତି, “ଏବେ ଏହି କାର୍ଯ୍ୟକ୍ରମ କେରଳ ସହ କିଛି ମାଲୟାଲମ୍‌ ପରିବାରରେ ସୀମିତ ରହିଛି। ଏହି କାର୍ଯ୍ୟକ୍ରମ କେରଳରେ ସଫଳ ହୋଇଥିବାରୁ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ସଫଳ ହେବ ବୋଲି ଆଶା କରୁଛୁ।”

କେରଳରେ ଏହି କାର୍ଯ୍ୟକ୍ରମ ୧୯୭୫ରୁ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story