କଶ୍ମୀର ପ୍ରସଙ୍ଗରେ ଭାରତକୁ ଋଷିଆର ସମର୍ଥନ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଭାରତକୁ ଋଷିଆ ସ୍ପଷ୍ଟ ଶବ୍ଦରେ ସମର୍ଥନ ଜଣାଇଛି। ଏହା ସମୂର୍ଣ୍ଣ ରୂପେ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତରେ ଅବସ୍ଥାପିତ ଋଷିଆ ରାଷ୍ଟ୍ରଦୂତ ନିକୋଲ କୁଦାସେଭ୍‌ ଆଜି କହିଛନ୍ତି। ଦୁଇ ଦେଶ ମଧ୍ୟରେ ଯାହା ବି ବିବାଦ ରହିଛି, ତାହା ଶିମଲା ଓ ଲାହୋର ଚୁକ୍ତି ଅନୁୟାୟୀ ସମାଧାନ ହେବା ଦରକାର। ଭାରତ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଋଷିଆ ସମୂର୍ଣ୍ଣ ରୂପେ ସମର୍ଥନ କରୁଛି ବୋଲି ଋଷ ରାଷ୍ଟ୍ରଦୂତ ନିକୋଲ କହିଛନ୍ତି। […]

russian ambasadoor

russian ambasadoor

Subhransu Sekhar
  • Published: Wednesday, 28 August 2019
  • Updated: 28 August 2019, 03:24 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଭାରତକୁ ଋଷିଆ ସ୍ପଷ୍ଟ ଶବ୍ଦରେ ସମର୍ଥନ ଜଣାଇଛି। ଏହା ସମୂର୍ଣ୍ଣ ରୂପେ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତରେ ଅବସ୍ଥାପିତ ଋଷିଆ ରାଷ୍ଟ୍ରଦୂତ ନିକୋଲ କୁଦାସେଭ୍‌ ଆଜି କହିଛନ୍ତି। ଦୁଇ ଦେଶ ମଧ୍ୟରେ ଯାହା ବି ବିବାଦ ରହିଛି, ତାହା ଶିମଲା ଓ ଲାହୋର ଚୁକ୍ତି ଅନୁୟାୟୀ ସମାଧାନ ହେବା ଦରକାର। ଭାରତ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଋଷିଆ ସମୂର୍ଣ୍ଣ ରୂପେ ସମର୍ଥନ କରୁଛି ବୋଲି ଋଷ ରାଷ୍ଟ୍ରଦୂତ ନିକୋଲ କହିଛନ୍ତି।

ସେହିପରି ଭାରତରେ ଅବସ୍ଥାପିତ ରୁଷ ଦୂତାବାସର ଉପ ପ୍ରମୁଖ ରୋମନ ବାବୁସକିନ କହିଛନ୍ତି ଭାରତ ପାକିସ୍ତାନ ବିବାଦ ମଧ୍ୟରେ ଋଷିଆର କୌଣସି ଭୂମିକା ନାହିଁ। ନିକଟରେ ହୋଇଥିବା ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକରେ ମଧ୍ୟ କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଋଷିଆ କହିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବା ବେଳେ ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି। ଚାଇନାକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ପାକିସ୍ତାନର ପ୍ରସ୍ତାବରେ ଏଯାବତ ରାଜି ହୋଇନାହାନ୍ତି। ପରିଣାମସ୍ୱରୂପ କଶ୍ମୀର ପ୍ରସଙ୍ଗରେ ଏବେ ପାକିସ୍ତାନ ଲଜ୍ଜିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story