‘ପାହାଡର ଲୁହ’ ପାଇଁ ସବ୍ୟସାଚୀ ମହାପାତ୍ର ପାଇଲେ ଜାତୀୟ ପୁରସ୍କାର

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ମଙ୍ଗଳବାର ‘ପାହାଡର ଲୁହ’ ପାଇଁ ସବ୍ୟସାଚୀ ମହାପାତ୍ରଙ୍କୁ ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଏବ ବର୍ଷର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି। ଶ୍ରୀ ପଣ୍ଡା ପୂର୍ବରୁ ‘ଆଦିମ ବିଚାର’ ପାଇଁ ଜାତୀୟ ପୁରସ୍କାର ପାଇଥିଲେ। ଅନ୍ୟପକ୍ଷରେ ଆଉ ଜଣେ ଓଡ଼ିଆ ଫିଲ୍ମ ନିର୍ମାତା ସୌମେନ୍ଦ୍ର ପାଢୀ ‘ଦୂରୋନ୍ତୋ’ ପାଇଁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ଅମିତାଭ ବଚ୍ଚନ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ […]

Sabyasachi-640x540

Sabyasachi-640x540

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 05:58 PM IST

Sports

Latest News

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ମଙ୍ଗଳବାର ‘ପାହାଡର ଲୁହ’ ପାଇଁ ସବ୍ୟସାଚୀ ମହାପାତ୍ରଙ୍କୁ ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଏବ ବର୍ଷର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି।

ଶ୍ରୀ ପଣ୍ଡା ପୂର୍ବରୁ ‘ଆଦିମ ବିଚାର’ ପାଇଁ ଜାତୀୟ ପୁରସ୍କାର ପାଇଥିଲେ।

ଅନ୍ୟପକ୍ଷରେ ଆଉ ଜଣେ ଓଡ଼ିଆ ଫିଲ୍ମ ନିର୍ମାତା ସୌମେନ୍ଦ୍ର ପାଢୀ ‘ଦୂରୋନ୍ତୋ’ ପାଇଁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ଅମିତାଭ ବଚ୍ଚନ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ରାଣାୱତ ପୁରସ୍କୃତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ବାହୁବଳୀ’ ପୁରସ୍କାର ପାଇଥିବା ବେଳେ ‘ବାଜିରାଓ ମସ୍ତାନୀ’ ପାଇଁ ସଞ୍ଜୟ ଲୀଲା ଭନ୍‌ସାଲିଙ୍କୁ ଶ୍ରେଷ୍ଠ ପୁରସ୍କାର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story