ବାଗ୍‌ଦାଦ୍‌: ବୋମା ବିସ୍ଫୋରଣରେ ୨୨ ମୃତ, ୫୫ ଗୁରୁତର ଆହତ

ବାଗ୍‌ଦାଦ୍‌: ଉତ୍ତର ବାଗ୍‌ଦାଦ୍‌ର ଜନଗହଳିପୂର୍ଣ୍ଣ ସାଦ୍ରେ ମାର୍କେଟରେ ରବିବାର ବିସ୍ଫୋରଣ ଘଟି ୨୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି।  ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଜଣେ ସନ୍ଦିଗ୍ଧ ଆତ୍ମଘାତୀ ଏହି କାଣ୍ଡ ଭିଆଇଛି। ଏହି ବିସ୍ଫୋରଣରେ ନିଜକୁ କେହି ଦାୟୀ କରି ନ ଥିବା ବେଳେ ଆଇଏସ୍ ଏପରି ବିସ୍ଫୋରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି। ବିସ୍ଫୋରଣ ପରେ […]

sadr-city-baghdad-market-bombings-kill-twenty-four

Rakesh Mallick
  • Published: Sunday, 28 February 2016
  • Updated: 04 May 2017, 03:44 PM IST

Sports

Latest News

ବାଗ୍‌ଦାଦ୍‌: ଉତ୍ତର ବାଗ୍‌ଦାଦ୍‌ର ଜନଗହଳିପୂର୍ଣ୍ଣ ସାଦ୍ରେ ମାର୍କେଟରେ ରବିବାର ବିସ୍ଫୋରଣ ଘଟି ୨୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି।  ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଜଣେ ସନ୍ଦିଗ୍ଧ ଆତ୍ମଘାତୀ ଏହି କାଣ୍ଡ ଭିଆଇଛି।

ଏହି ବିସ୍ଫୋରଣରେ ନିଜକୁ କେହି ଦାୟୀ କରି ନ ଥିବା ବେଳେ ଆଇଏସ୍ ଏପରି ବିସ୍ଫୋରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ସେନା ପକ୍ଷରୁ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story