ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ଚାରି ବହିଷ୍କୃତ ମନ୍ତ୍ରୀ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିରେ ଉଠିଥିବା ବିବାଦ ଥମିବାର ନା ଧରୁନାହିଁ। ସୋମବାର ବୈଠକରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଖବର ମୁତାବକ ରବିବାର ଅଖିଳେଶଙ୍କ ଦ୍ୱାରା ମନ୍ତ୍ରିମଣ୍ଡଳରୁ  ବହିଷ୍କାର ହୋଇଥିବା ଶିବପାଲଙ୍କ ସମେତ ଚାରି ଜଣ ମନ୍ତ୍ରୀ ପୁଣି ‌ଥରେ ମନ୍ତ୍ରିମଣ୍ଡଳକୁ ଫେରିବାର ଖବର ଶୁଣିବାକୁ ମିଳୁଛି।

ଖବରରେ କେତେଦୂର ସତ୍ୟତା ରହିଛି ଏ ସଂପର୍କରେ ଜାଣିବା ପାଇଁ ଗଣମାଧ୍ୟମରଙ୍କ ପ୍ରଶ୍ନ ଉତ୍ତରରେ ଶିବପାଲ କହିଛନ୍ତି, ଦଳରେ ସବୁ କିଛି ଠିକ୍ ଚାଲିଛି। ନେତାଜୀଙ୍କ ଅର୍ଥାତ୍ ଅଖିଳେଶଙ୍କ କହିବାନୁଯାୟୀ ହିଁ ସବୁ ହେବ ଏବଂ ତାଙ୍କ କଥାକୁ ହିଁ ସମସ୍ତେ ମାନିବେ।

ଆହୁରି ପଢ଼ନ୍ତୁ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

ରିୟାଙ୍କୁ ପୁଣି ଡାକିଲା ଇଡି

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ

ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ

ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ