ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ଚାରି ବହିଷ୍କୃତ ମନ୍ତ୍ରୀ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିରେ ଉଠିଥିବା ବିବାଦ ଥମିବାର ନା ଧରୁନାହିଁ। ସୋମବାର ବୈଠକରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଖବର ମୁତାବକ ରବିବାର ଅଖିଳେଶଙ୍କ ଦ୍ୱାରା ମନ୍ତ୍ରିମଣ୍ଡଳରୁ  ବହିଷ୍କାର ହୋଇଥିବା ଶିବପାଲଙ୍କ ସମେତ ଚାରି ଜଣ ମନ୍ତ୍ରୀ ପୁଣି ‌ଥରେ ମନ୍ତ୍ରିମଣ୍ଡଳକୁ ଫେରିବାର ଖବର ଶୁଣିବାକୁ ମିଳୁଛି। ଖବରରେ କେତେଦୂର ସତ୍ୟତା ରହିଛି ଏ ସଂପର୍କରେ ଜାଣିବା ପାଇଁ ଗଣମାଧ୍ୟମରଙ୍କ ପ୍ରଶ୍ନ ଉତ୍ତରରେ ଶିବପାଲ କହିଛନ୍ତି, ଦଳରେ ସବୁ କିଛି ଠିକ୍ ଚାଲିଛି। […]

Mulayam Singh Yadav

Mulayam Singh Yadav

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 02:16 PM IST

Sports

Latest News

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିରେ ଉଠିଥିବା ବିବାଦ ଥମିବାର ନା ଧରୁନାହିଁ। ସୋମବାର ବୈଠକରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଖବର ମୁତାବକ ରବିବାର ଅଖିଳେଶଙ୍କ ଦ୍ୱାରା ମନ୍ତ୍ରିମଣ୍ଡଳରୁ  ବହିଷ୍କାର ହୋଇଥିବା ଶିବପାଲଙ୍କ ସମେତ ଚାରି ଜଣ ମନ୍ତ୍ରୀ ପୁଣି ‌ଥରେ ମନ୍ତ୍ରିମଣ୍ଡଳକୁ ଫେରିବାର ଖବର ଶୁଣିବାକୁ ମିଳୁଛି।

ଖବରରେ କେତେଦୂର ସତ୍ୟତା ରହିଛି ଏ ସଂପର୍କରେ ଜାଣିବା ପାଇଁ ଗଣମାଧ୍ୟମରଙ୍କ ପ୍ରଶ୍ନ ଉତ୍ତରରେ ଶିବପାଲ କହିଛନ୍ତି, ଦଳରେ ସବୁ କିଛି ଠିକ୍ ଚାଲିଛି। ନେତାଜୀଙ୍କ ଅର୍ଥାତ୍ ଅଖିଳେଶଙ୍କ କହିବାନୁଯାୟୀ ହିଁ ସବୁ ହେବ ଏବଂ ତାଙ୍କ କଥାକୁ ହିଁ ସମସ୍ତେ ମାନିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story