ସରକାରୀ ବିଜ୍ଞାପନରେ କେବଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସିଜେଆଇ ଫଟୋ ରହିବ

ନୂଆଦିଲ୍ଲୀ :  ସରକାରୀ ବିଜ୍ଞାପନରେ କୌଣସି ରାଜନୈତିକ ଦଳ ଅବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ  ନାମ ରହିବ ନାହିଁ ।  ଏଥିରେ କେବଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଫଟୋ ରହିବ। ଏପରିକି କୌଣସି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅବା  ସରକାରୀ ଦଳର ସଭାପତିମାନଙ୍କ ଫଟୋ ମଧ୍ୟ ସରକାରୀ ବିଜ୍ଞାପନ ଗୁଡିକରେ ପ୍ରକାଶ କରାଯାଇପାରିବ ନାହିଁ । ବୁଧବାର ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟଳୟ ଆହୁରି ମଧ୍ୟ କହିଛନ୍ତି ଯେ ସରକାର […]

scurt

scurt

Rakesh Mallick
  • Published: Wednesday, 13 May 2015
  • Updated: 18 March 2016, 06:18 AM IST

Sports

Latest News

ନୂଆଦିଲ୍ଲୀ :  ସରକାରୀ ବିଜ୍ଞାପନରେ କୌଣସି ରାଜନୈତିକ ଦଳ ଅବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ  ନାମ ରହିବ ନାହିଁ ।  ଏଥିରେ କେବଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଫଟୋ ରହିବ। ଏପରିକି କୌଣସି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅବା  ସରକାରୀ ଦଳର ସଭାପତିମାନଙ୍କ ଫଟୋ ମଧ୍ୟ ସରକାରୀ ବିଜ୍ଞାପନ ଗୁଡିକରେ ପ୍ରକାଶ କରାଯାଇପାରିବ ନାହିଁ । ବୁଧବାର ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ସର୍ବୋଚ୍ଚ ନ୍ୟାୟଳୟ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ରାଜନୈତିକ ଫାଇଦା ପାଇଁ ସର୍ବସାଧାରଣଙ୍କ ଅର୍ଥକୁ ଖର୍ଚ୍ଚ କରିପାରିବେ ନାହିଁ । ବିଜ୍ଞାପନ ଆଦିରେ ଯେଉଁ  ଅର୍ଥ ଖର୍ଚ୍ଚ କରାଯାଉଛି ତା‘ ବଦଳରେ ସରକାରଙ୍କୁ କୌଣସି ପ୍ରକାର ଆର୍ଥିକ ଲାଭ ମିଳେ ନାହିଁ । ଏହା ସହିତ ସରକାରୀ ବିଜ୍ଞାପନ ଅର୍ଥର ଯେପରି ଦୁରୁପଯୋଗ ନହେବ ସେଥିପାଇଁ ତିନିଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ ନିର୍ବାଚନର ୬ମାସ ପୂର୍ବରୁ ସରକାରୀ ବିଜ୍ଞାପନ ପ୍ରକାଶ ଉପରେ କଟକଣା ଜାରି କରିବାକୁ ହୋଇଥିବା ଅପିଲକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story