ସୁଶାନ୍ତ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାର୍ଥକ ନାୟକଙ୍କ ଚିଠି

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି। ସୁଶାନ୍ତ ଆତ୍ମହତ୍ୟା କରିଥିଲେ ହେଁ ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଅନେକ ଅଭିଯୋଗ କରିଛନ୍ତି। ଏହିକ୍ରମରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ନିରପେକ୍ଷ ସଂସ୍ଥା ଦ୍ୱାରା କରିବା ପାଇଁ ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ନାୟକ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ସାର୍ଥକ ନାୟକ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସିବିଆଇ କିମ୍ବା […]

dr

dr

Hemant Lenka
  • Published: Thursday, 30 July 2020
  • Updated: 30 July 2020, 02:07 PM IST

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି। ସୁଶାନ୍ତ ଆତ୍ମହତ୍ୟା କରିଥିଲେ ହେଁ ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଅନେକ ଅଭିଯୋଗ କରିଛନ୍ତି। ଏହିକ୍ରମରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ନିରପେକ୍ଷ ସଂସ୍ଥା ଦ୍ୱାରା କରିବା ପାଇଁ ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ନାୟକ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି।

ସାର୍ଥକ ନାୟକ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସିବିଆଇ କିମ୍ବା ଏସଆଇଟି ଭଳି ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ କରାଗଲେ ଉପଯୁକ୍ତ ତଥ୍ୟ ସାମ୍ନାକୁ ଆସିପାରିବ। ବର୍ତ୍ତମାନ ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାର ତଦନ୍ତ ଉଭୟ ମୁମ୍ବାଇ ଓ ବିହାର ପୁଲିସ କରୁଛନ୍ତି। ଏହା ମଧ୍ୟରେ ସାର୍ଥକ ନାୟକ ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ଚିଠି ଲେଖା ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି।

ସେ କହିଛନ୍ତି ଯେ ଦୁଇ ରାଜ୍ୟର ପୁଲିସ୍‌ ଘଟଣାର ତଦନ୍ତ କରୁଥିବାରୁ ଉଭୟଙ୍କ ମଧ୍ୟରେ ଉପଯୁକ୍ତ ସଂଯୋଗ ସ୍ଥାପନ ନ ହେବାର ଆଶଙ୍କା ରହିଛି। ତେଣୁ ତ୍ୱରିତ ନ୍ୟାୟ ପାଇଁ ଗୋଟିଏ ନିରପେକ୍ଷ ସଂସ୍ଥା ଦ୍ୱାର ତଦନ୍ତର ଆବଶ୍ୟକ ରହିଛି। ସେ କହିଛନ୍ତି, ଏହି ଘଟଣାର କୌଣସି ଅଂଶ ବିହାରରେ ଘଟିନାହିଁ। ଯାହା ବି ଘଟିଛି ମୁମ୍ବାଇରେ ହିଁ ଘଟିଛି।

ସେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୁଲିସ୍‌ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିଲେ। ଏହି ସମୟରେ ଦେଶମୁଖ ଏକ ଟ୍ୱିଟ କରିଥିଲେ। ଏଥିରେ ସେ କହିଥିଲେ ଯେ ସୁଶାନ୍ତ ଡିପ୍ରେସର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଛନ୍ତି। ପ୍ରଫେସନାଲ ଶତ୍ରୁତା କାରଣରୁ ସେ ଏପରି ଡିପ୍ରେସନରେ ଥିଲେ। ଏପରି କି ଦେଶମୁଖ ମୁମ୍ବାଇ ପୁଲିସ୍‌କୁ ଧନ୍ୟବାଦ ମଧ୍ୟ ଦେଇଥିଲେ। ଏପରି କି ସେ ରିୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ସାର୍ଥକ ଅଭିଯୋଗ କରିଛନ୍ତି।

ଆରୁଷି ତଲୱାର ହତ୍ୟା ଘଟଣାର ତଦନ୍ତ ସିବିଆଇ ହାତକୁ ନେଇଥିଲେ। ହେଲେ ସେତେବେଳକୁ ଘଟଣା ସହ ଜଡ଼ିତ ସମସ୍ତ ପ୍ରମାଣ ନଷ୍ଟ କରିଦିଆଯାଇଥିଲେ। ଏବେ ସୁଶାନ୍ତଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣା ଯାଉଛି। ତେଣୁ ଯଥାଶୀଘ୍ର ଏହାର ନିରପେକ୍ଷ ତଦନ୍ତ କରିବା ସପକ୍ଷରେ ସେ ଯୁକ୍ତି ବାଢ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story