ଜେଲରୁ ମୁକୁଳିଲେ ଶଶିକଳା

ଚେନ୍ନାଇ: ମୁକ୍ତି ପାଇଲେ ଶଶିକଳା। ପ୍ରାୟ ୪ ବର୍ଷ ପରେ ଆଜି ଜେଲରୁ ଘରକୁ ବାହୁଡିଲେ ଏଆଇଡିଏମକେର ପୂର୍ବତନ ନେତ୍ରୀ ଶଶିକଳା। ଜେଲରୁ ମୁକୁଳିବା ପରେ ତାଙ୍କ ସମର୍ଥକମାନେ ଖୁସିରେ ହସ୍ପିଟାଲ ବାହାରେ ପରସ୍ପରକୁ ମିଠା ଖୁଆଇବା ସହ ନାରାବାଜି ଦେଇଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ ଚିନ୍ନମ୍ମା ଭାବେ ପରିଚିତ ଭି.କେ ଶଶୀକଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ହଠାତ୍ ଥଣ୍ଡା ଓ ଜ୍ୱରରେ ଅସୁସ୍ଥ ହୋଇପଡିବା ପରେ […]

Sashikala

Sashikala

Madhupriya Mistry
  • Published: Wednesday, 27 January 2021
  • Updated: 27 January 2021, 01:25 PM IST

Sports

Latest News

ଚେନ୍ନାଇ: ମୁକ୍ତି ପାଇଲେ ଶଶିକଳା। ପ୍ରାୟ ୪ ବର୍ଷ ପରେ ଆଜି ଜେଲରୁ ଘରକୁ ବାହୁଡିଲେ ଏଆଇଡିଏମକେର ପୂର୍ବତନ ନେତ୍ରୀ ଶଶିକଳା। ଜେଲରୁ ମୁକୁଳିବା ପରେ ତାଙ୍କ ସମର୍ଥକମାନେ ଖୁସିରେ ହସ୍ପିଟାଲ ବାହାରେ ପରସ୍ପରକୁ ମିଠା ଖୁଆଇବା ସହ ନାରାବାଜି ଦେଇଛନ୍ତି।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ ଚିନ୍ନମ୍ମା ଭାବେ ପରିଚିତ ଭି.କେ ଶଶୀକଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ହଠାତ୍ ଥଣ୍ଡା ଓ ଜ୍ୱରରେ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ୨୦ ଜାନୁଆରୀରେ  ପରୀକ୍ଷା ପରେ ଶଶୀକଳା କୋଭିଡ଼ରେ ସଂକ୍ରମିତ ଥିବା ଜଣାପଡିଥିଲା

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଇଥିଲା।  ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ ତାଙ୍କୁ ହସ୍ପିଟାଲରୁ କେବେ ଡିସଚାର୍ଜ କରାଯିବ ସେ ନେଇ କିଛି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ ଯେ, ୨୦୧୭ରେ ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଥିଲେ। ପ୍ରାୟ ୪ ବର୍ଷ ହେବ ସେ ବେଙ୍ଗଳୁରୁର ଏକ ଜେଲରେ ସଜା କଟୁଥିଲେ।

ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଶଶିକଳାଙ୍କ ଘରବାହୁଡା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story