ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେତେବେଳେ ସାରା ଦେଶରେ ନିର୍ଭୟା ଦୋଷୀଙ୍କ ଫାଶୀ କୌଣସି କାରଣରୁ ସ୍ଥଗିତ ରହୁଛି। ସେହି ସମୟରେ ସୁପ୍ରିମକୋର୍ଟ ଜଣେ ହତ୍ୟାକାରୀର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିଣତ କରିଛନ୍ତି। ଦିଲ୍ଲୀର ଦୁଷ୍କର୍ମ ଘଟଣା ୭ ବର୍ଷ ତଳେ ହୋଇଥିବା ବେଳେ ଛତିଶଗଡ଼ର ଏହି ନାବାଳିକା ହତ୍ୟା ଘଟଣା ୯ ବର୍ଷ ତଳେ ହୋଇଥିଲା। ଛତିଶଗଡ଼ର ଏହି ହତ୍ୟା ଘଟଣାରେ ୮ ରୁ ୬ ବର୍ଷ ବୟସର ୨ ପୁଅ ଏବଂ ୪ ବର୍ଷର ନାବାଳିକାକୁ ହତ୍ୟା କରିବାରେ […]

supreme court

supreme court

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 02:33 PM IST

Sports

Latest News

ନୂଆଦିଲ୍ଲୀ: ଯେତେବେଳେ ସାରା ଦେଶରେ ନିର୍ଭୟା ଦୋଷୀଙ୍କ ଫାଶୀ କୌଣସି କାରଣରୁ ସ୍ଥଗିତ ରହୁଛି। ସେହି ସମୟରେ ସୁପ୍ରିମକୋର୍ଟ ଜଣେ ହତ୍ୟାକାରୀର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିଣତ କରିଛନ୍ତି। ଦିଲ୍ଲୀର ଦୁଷ୍କର୍ମ ଘଟଣା ୭ ବର୍ଷ ତଳେ ହୋଇଥିବା ବେଳେ ଛତିଶଗଡ଼ର ଏହି ନାବାଳିକା ହତ୍ୟା ଘଟଣା ୯ ବର୍ଷ ତଳେ ହୋଇଥିଲା।

ଛତିଶଗଡ଼ର ଏହି ହତ୍ୟା ଘଟଣାରେ ୮ ରୁ ୬ ବର୍ଷ ବୟସର ୨ ପୁଅ ଏବଂ ୪ ବର୍ଷର ନାବାଳିକାକୁ ହତ୍ୟା କରିବାରେ ଦୋଷୀ ସାବ୍ୟସ୍ତ ହୋଇଛି ମନୋଜ ସୂର୍ଯ୍ୟବଂଶୀ। ହେଲେ ସୁପ୍ରିମକୋର୍ଟର ଜଷ୍ଟିସ୍ ୟୁ.ୟୁ ଲଲିତ, ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଏମ ଶାହଙ୍କ ବେଞ୍ଚ ଟ୍ରାଏଲ କୋର୍ଟ ଛତିଶଗଡ ହାଇକୋର୍ଟଙ୍କ ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିଣତ କରିଛନ୍ତି। ଆଜୀବନ କାରାଦଣ୍ଡାଦେଶର ଅବଧି ସର୍ବନିମ୍ନ ୨୫ ବର୍ଷ ରହିଛି। ଅପରାଧ ସମୟରେ ହତ୍ୟାକାରୀଙ୍କ ମାନସିକ ସ୍ଥିତିକୁ ବିଚାରକରି ଫାଶୀଦଣ୍ଡାଦେଶକୁ ଆଜୀବନ ଦଣ୍ଡାଦେଶରେ ପରିଣତ କରିଛନ୍ତି।

ହତ୍ୟାକାରୀ ଜଣଙ୍କ କୋର୍ଟରେ କହିଛନ୍ତି, ମୃତ ପିଲାଙ୍କ ବାପାର ସାନଭାଇ ତାଙ୍କ ସ୍ତ୍ରୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଛୋଟ ଛୁଆଙ୍କୁ ହତ୍ୟା କରିଛି। ଏହି ହତ୍ୟା ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି, 'ଦୋଷୀ ଅପରାଧ କରିବା ସମୟରେ ନିଜର ମାନସିକ ସ୍ଥିତି ଭଲ ନଥିଲା। ମୃତ ଛୋଟ ଛୁଆଙ୍କ ଦାଦା ହତ୍ୟାକାରୀର ସ୍ତ୍ରୀ ସହ ସମ୍ପର୍କ ସ୍ଥାପନ କରି ଫେରାର ହୋଇଯାଇଥିଲା। ଏହାଦ୍ୱାରା ନିଜ ପିଲାମାନେ ତାଙ୍କ ମା'କୁ ଖୋଜୁଥିଲେ। ଏହି ପରିସ୍ଥିତିରେ ମନୋଜ ହତ୍ୟାକରିଛି। ତେଣୁ ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଛି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story