ଓମାର ଅବଦୁଲ୍ଲା ଅଟକ ଘଟଣା: କେନ୍ଦ୍ର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ କାହିଁକି ଦୀର୍ଘ ୬ ମାସ ହେଲା ଅଟକ ରଖାଯାଇଛି ଏବଂ ତାଙ୍କ ନାଁରେ କାହିଁକି ପିଏସ୍‌ଏ ଲାଗୁ କରାଯାଇଛି ଏକଥା ଜାଣିବା ପାଇଁ ଆଜି କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଓମାର ଅବଦୁଲ୍ଲାଙ୍କ ଭଉଣୀ ଅଟକ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦର ଶୁଣାଣି କରି କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଓମାରଙ୍କ […]

e

e

Hemant Lenka
  • Published: Friday, 14 February 2020
  • Updated: 14 February 2020, 03:50 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ କାହିଁକି ଦୀର୍ଘ ୬ ମାସ ହେଲା ଅଟକ ରଖାଯାଇଛି ଏବଂ ତାଙ୍କ ନାଁରେ କାହିଁକି ପିଏସ୍‌ଏ ଲାଗୁ କରାଯାଇଛି ଏକଥା ଜାଣିବା ପାଇଁ ଆଜି କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଓମାର ଅବଦୁଲ୍ଲାଙ୍କ ଭଉଣୀ ଅଟକ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦର ଶୁଣାଣି କରି କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଓମାରଙ୍କ ସମେତ ଏକାଧିକ ରାଜନେତାଙ୍କୁ ସ୍ଥାନୀୟ ପ୍ରଶାସନ ଅଟକ ରଖିଥିଲା। ନିକଟରେ ଓମାର ଓ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କ ନାଁରେ କେନ୍ଦ୍ର ସରକାର ପିଏସ୍ଏ ଲଗାଇଥିଲେ। ଅର୍ଥାତ ପିଏସଏ ବଳରେ ଅଟକ ରହୁଥିବା ଲୋକଙ୍କୁ ୨ ବର୍ଷ ଯାଏ କୌଣସି ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ।

ଏହା ବିରୋଧରେ ଓମାରଙ୍କ ଭଉଣୀ ସାରା ଅବଦୁଲ୍ଲା ପାଇଲଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି।

ଆସନ୍ତା ୨ ସପ୍ତାହ ମଧ୍ୟରେ ଏମାନେ ଜବାବ ଦେବ। ଏହାପରେ ମାର୍ଚ୍ଚ ୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଫେବୃଆରୀ ୫ରେ କେନ୍ଦ୍ର ସରକାର ଓମାରଙ୍କ ନାଁରେ ପିଏସଏ ଲଗାଇଥିଲେ। ଫେବୃଆରୀ ୧୦ରେ ସାରା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story