ସୋଶାଲ ମିଡିଆର ଦୁରୁପଯୋଗକୁ ନେଇ ଚିନ୍ତାପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋଶାଲ ମିଡିଆର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଗାଇଡ଼ ଲାଇନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋଶାଲ ମିଡିଆ ଫେସବୁକ୍ ସହ ଆଧାର କାର୍ଡ ସଂଯୋଗ ହେବ କି ନାହିଁ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆଇଟି ବିଭାଗକୁ ଗାଇଡ ଲାଇନ୍ ପ୍ରସ୍ତୁତ କରିବାକୁ କହିଛନ୍ତି। ସୋଶାଲ ମିଡିଆ ଆକାଉଣ୍ଟଧାରୀଙ୍କ ତଥ୍ୟ କିଭଳି ସଂରକ୍ଷଣ ରହିବ ସେ […]

social media

social media

Subhransu Sekhar
  • Published: Tuesday, 24 September 2019
  • Updated: 24 September 2019, 03:48 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଗାଇଡ଼ ଲାଇନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋଶାଲ ମିଡିଆ ଫେସବୁକ୍ ସହ ଆଧାର କାର୍ଡ ସଂଯୋଗ ହେବ କି ନାହିଁ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆଇଟି ବିଭାଗକୁ ଗାଇଡ ଲାଇନ୍ ପ୍ରସ୍ତୁତ କରିବାକୁ କହିଛନ୍ତି।

ସୋଶାଲ ମିଡିଆ ଆକାଉଣ୍ଟଧାରୀଙ୍କ ତଥ୍ୟ କିଭଳି ସଂରକ୍ଷଣ ରହିବ ସେ ବାବଦରେ ଆଇଟି ବିଭାଗ ବିଚାର କରିବ ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଅନିରୁଦ୍ଦ ବୋଷ କରୁଛନ୍ତି।

ମାମଲାର ଶୁଣାଣି କରୁଥିବାବେଳେ ଜଷ୍ଟିସ ଗୁପ୍ତା କହିଛନ୍ତି କାହିଁକି ଜଣେ ସୋଶାଲ ଆକାଉଣ୍ଟଧାରୀ ସେବା ଯୋଗାଉଥିବା ସଂସ୍ଥାକୁ ପଚାରି ପାରିବ ନାହିଁ ମେସଜ ବା ଖବରର ଉତ୍ପତ୍ତି ବାବଦରେ? ଏବେ ସମୟ ଆସିଛି ଇଣ୍ଟରନେଟ୍ ବାବଦରେ ଚିନ୍ତା କରିବାର। ଆମ ପାଖରେ ସୋଶାଲ ମିଡିଆକୁ ନେଇ କୌଣସି ଗାଇଡ ଲାଇନ୍ ନାହିଁ। ଜଣେ ଅନ୍ୟ ଜଣଙ୍କୁ କାହିଁକି ଟ୍ରୋଲ୍ କରିବ, ଅନ୍ୟ ଜଣଙ୍କ ଚରିତ୍ର ବାବଦରେ ମିଛ ଖବର ଦେବାକୁ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କ ପାଖରେ କେଉଁଠି ଅଧିକାର ଆସିଲା ବୋଲି ଜଷ୍ଟିସ୍ ଗୁପ୍ତା ପ୍ରଶ୍ନ କରିଛନ୍ତି। ତେଣୁ ସରକାର ଏ ବାବଦରେ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story