ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଲକଡାଉନ୍ ରହିବାରୁ ଅଡ଼ୁଆରେ ପଡ଼ିଛନ୍ତି ଦେହ ବ୍ୟବସାୟୀ। ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଏ ବାବଦରେ ବିଚାର କରି ସହଯୋଗ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।  ଆସନ୍ତା ସପ୍ତାହରେ ଏ ପ୍ରସଙ୍ଗରେ ଶୁଣାଣି ହେବ। ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି ଯେ ଲକଡାଉନ୍ ଏବଂ କରୋନା ପାଇଁ ଦେହଜୀବୀ ମାନେ ସଂକଟରେ ପଡ଼ିଛନ୍ତି। ଏଥିପାଇଁ ଅନେକ ସମସ୍ୟାର ସାମ୍ନା ମଧ୍ୟ […]

SupremeCourt

SupremeCourt

Subhransu Sekhar
  • Published: Monday, 21 September 2020
  • Updated: 21 September 2020, 05:13 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଲକଡାଉନ୍ ରହିବାରୁ ଅଡ଼ୁଆରେ ପଡ଼ିଛନ୍ତି ଦେହ ବ୍ୟବସାୟୀ। ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଏ ବାବଦରେ ବିଚାର କରି ସହଯୋଗ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।  ଆସନ୍ତା ସପ୍ତାହରେ ଏ ପ୍ରସଙ୍ଗରେ ଶୁଣାଣି ହେବ।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି ଯେ ଲକଡାଉନ୍ ଏବଂ କରୋନା ପାଇଁ ଦେହଜୀବୀ ମାନେ ସଂକଟରେ ପଡ଼ିଛନ୍ତି। ଏଥିପାଇଁ ଅନେକ ସମସ୍ୟାର ସାମ୍ନା ମଧ୍ୟ କରୁଛନ୍ତି। ଯଦିଓ ଏପରି ବ୍ୟକ୍ତିଙ୍କ ପାଖରେ ରାସନକାର୍ଡ ନାହିଁ ତେବେ ରାଜ୍ୟ ସରକାର କିଭଳି ସହଯୋଗ କରିବ ସେ ନେଇ ବିଚାର କରିବା ଦରକାର। ବିଚାର କରି ସମସ୍ତ ରାଜ୍ୟ ସରକାର ନିଜର ମତ ଦାଖଲ କରିବାକୁ କହିଛନ୍ତି ବେଞ୍ଚ। ଯଦିଓ କିଛି ରାଜ୍ୟ କିନ୍ନରଙ୍କୁ ଏହିସମ.ରେ ସହଯୋଗ କରିଛନ୍ତି। ସେହିପରି ଏମାନଙ୍କୁ ମଧ୍ୟ ସହଯୋଗ କରିବା ଦରକାର ବୋଲି ଜଷ୍ଟିସ ଏଲ ନାଗେଶ୍ୱର କହିଛନ୍ତି।

ଏହା ପୂର୍ବରୁ 2010 ରେ କୋଲକାତାର ରେଡ୍ ଲାଇଟ୍ ଅଞ୍ଚଳରେ ଜଣେ ଦେହଜୀବୀଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ଜଣେ ସୁପ୍ରିମକୋର୍ଟରେ ଜଣେ ପିଆଇଏଲ ଦାଖଲ କରିଥିଲେ। ପରେ କୋର୍ଟ ମାମଲାକୁ ଗୁରୁତର ସହ ନେଇ ଦେହଜୀବୀଙ୍କ ପାଇଁ ଅନେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story