ଛାତି ଥରାଇ ଦେଲା ଭଳି ଭିଡିଓ, ଜନଗହଳିପୂର୍ଣ୍ଣ ରାସ୍ତାରେ ଚାଲିଲେ ସିଂହ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସମସ୍ତଙ୍କୁ ଭୟଭୀତ କରିବା ଭଳି ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ୪ଟି ବଡ଼ବଡ଼ ସିଂହ ଚାଲୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସିଂହମାନଙ୍କ ପଛରେ ଏକାଧିକ କାର୍‌ ଧୀରେଧୀରେ ଆସୁଥିବାର ଦୃଶ୍ୟ ରହିଛି। ଏହି ଭିଡିଓଟି ‘Lions Of Kruger Park And Sabi Sand’ ନାମକ ଏକ ଫେସ୍‌ବୁକ୍‌ ପେଜ୍‌ ପକ୍ଷରୁ ଶେୟାର କରାଯାଇଛି। ଏହାପରେ ଏହାକୁ ସହସ୍ରାଧିକ ଲୋକ ଶେୟାର […]

uiiii

uiiii

Hemant Lenka
  • Published: Saturday, 12 January 2019
  • Updated: 12 January 2019, 06:58 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତଙ୍କୁ ଭୟଭୀତ କରିବା ଭଳି ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ୪ଟି ବଡ଼ବଡ଼ ସିଂହ ଚାଲୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସିଂହମାନଙ୍କ ପଛରେ ଏକାଧିକ କାର୍‌ ଧୀରେଧୀରେ ଆସୁଥିବାର ଦୃଶ୍ୟ ରହିଛି। ଏହି ଭିଡିଓଟି 'Lions Of Kruger Park And Sabi Sand' ନାମକ ଏକ ଫେସ୍‌ବୁକ୍‌ ପେଜ୍‌ ପକ୍ଷରୁ ଶେୟାର କରାଯାଇଛି। ଏହାପରେ ଏହାକୁ ସହସ୍ରାଧିକ ଲୋକ ଶେୟାର କରିବା ସହ ୨ ମିଲିୟନ୍‌ ଲୋକ ଦେଖିସାରିଲେଣି।

ଏହି ଭିଡିଓଟି ଦକ୍ଷିଣ ଆଫ୍ରିକାର କୁରଗେର ନ୍ୟାଶନାଲ ପାର୍କ ନିକଟରେ ରେକର୍ଡ ହୋଇଥିବା ଦୃଶ୍ୟ। ଦୁଇ ସପ୍ତାହ ତଳେ ଫେସବୁକ୍‌ରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ୩୪ ହଜାର ଶେୟାର ମିଳିଛି।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos