ଏମିତି ଜୀବ, ପ୍ରଶ୍ୱାସରେ ଲୋଡ଼ୁନି ଅମ୍ଲଜାନ

ତେଲ୍‌ ଅଭିଭ୍‌: ଗବେଷକମାନେ ଏଭଳି ଏକ ଅଜବ ଜୀବର ଆବିଷ୍କାର କରିଛନ୍ତି, ଯେକି ପ୍ରଶ୍ୱାସରେ ଅନ୍ୟମାନଙ୍କ ପରି ଅମ୍ଲଜାନ ଦରକାର କରୁନି। ଜୀବମାନଙ୍କ ବାବଦରେ ବିଜ୍ଞାନର ମୌଳିକ ଧାରଣାକୁ ଏହି ଆବିଷ୍କାର ବଦଳାଇ ଦେବ ବୋଲି କୁହାଯାଉଛି। ତେଲ୍‌ ଅଭିଭ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡରୋଥି ହୁଚନ୍‌ଙ୍କ ନେତୃତ୍ୱରେ ଏକ ଗବେଷକମଣ୍ଡଳୀ ଏଭଳି ତଥ୍ୟ ପାଇଛନ୍ତି। ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଜୁଲୋଜି ପକ୍ଷରୁ କରାଯାଇଥିବା ଏହି ଗବେଷଣା ପରେ ମ୍ୟୁଜିଅମ୍‌ ଅଫ୍‌ ନ୍ୟାଚୁରାଲ ହିଷ୍ଟ୍ରିରେ ଉପସ୍ଥାପିତ କରାଯାଇଛି। ୧୦ରୁ […]

life

life

Subrat Kumar Nayak
  • Published: Thursday, 27 February 2020
  • Updated: 27 February 2020, 04:00 PM IST

Sports

Latest News

ତେଲ୍‌ ଅଭିଭ୍‌: ଗବେଷକମାନେ ଏଭଳି ଏକ ଅଜବ ଜୀବର ଆବିଷ୍କାର କରିଛନ୍ତି, ଯେକି ପ୍ରଶ୍ୱାସରେ ଅନ୍ୟମାନଙ୍କ ପରି ଅମ୍ଲଜାନ ଦରକାର କରୁନି। ଜୀବମାନଙ୍କ ବାବଦରେ ବିଜ୍ଞାନର ମୌଳିକ ଧାରଣାକୁ ଏହି ଆବିଷ୍କାର ବଦଳାଇ ଦେବ ବୋଲି କୁହାଯାଉଛି।

ତେଲ୍‌ ଅଭିଭ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡରୋଥି ହୁଚନ୍‌ଙ୍କ ନେତୃତ୍ୱରେ ଏକ ଗବେଷକମଣ୍ଡଳୀ ଏଭଳି ତଥ୍ୟ ପାଇଛନ୍ତି। ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଜୁଲୋଜି ପକ୍ଷରୁ କରାଯାଇଥିବା ଏହି ଗବେଷଣା ପରେ ମ୍ୟୁଜିଅମ୍‌ ଅଫ୍‌ ନ୍ୟାଚୁରାଲ ହିଷ୍ଟ୍ରିରେ ଉପସ୍ଥାପିତ କରାଯାଇଛି। ୧୦ରୁ କମ୍‌ ସେଲ୍‌ ବିଶିଷ୍ଟ ଏହି କୁନି ଜୀବର ନାମ ‘ହେନ୍ନେଗୁୟା ସାଲମିନିକୋଲା’ବୋଲି କୁହାଯାଇଛି।

ଜେଲିଫିଶ୍‌ ଏବଂ କୋରାଲ୍‌ ଜାତୀୟ ଏହି ଜୀବ ଜନ୍ମ ହେବାମାତ୍ରେ ଶକ୍ତି ସୃଷ୍ଟି ପାଇଁ ପ୍ରଶ୍ୱାସ ନେବା ଏବଂ ଅମ୍ଲଜାନ ଗ୍ରହଣ କରିବା ବନ୍ଦ କରିଦେଇଥିଲା। ନିଃଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ସମସ୍ତ ଜନ୍ତୁଙ୍କ ପାଇଁ ପ୍ରଯୁଜ୍ୟ ବୋଲି ବିଚାର କରାଯାଉଥିଲା। କିନ୍ତୁ ଏହି ଘଟଣାରୁ କିଛି ଅଲଗା ବାର୍ତ୍ତା ଆସିଛି।

ଫଞ୍ଜାଇ ବା ଶୈବାଳ ଏବଂ ଆମୋଇବା ଆଦି ସମୟକ୍ରମେ ନିଃଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି। ତେବେ ବର୍ତ୍ତମାନ ଆବିଷ୍କୃତ ଜନ୍ତୁ ମଧ୍ୟ ସମାନ ଭାବେ ନିଃଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ବନ୍ଦ କରିଥିବା କୁହାଯାଉଛି। ପୃଥିବୀରରେ ଅମ୍ଲଜାନର ମାତ୍ରା ବୃଦ୍ଧି ହେବାପରେ ସୃଷ୍ଟିହୋଇଥିବା ବହୁକୋଷୀୟ ଜୀବ ଅମ୍ଲଜାନକୁ ଗ୍ରହଣ କରିଆସୁଥିଲେ। ତେବେ ଏହି ପାରାସାଇଟ୍‌ ବା ପରଜୀବୀ କେମିତି ଶକ୍ତି ସୃଷ୍ଟି କରୁଛି ଏଯାଏ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story