ଆମେରିକା କୌଶଳରେ କରୋନା ମୁକାବିଲା କରୁଛି ଭାରତ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି। ଭାରତ, ଆମେରିକା ଠାରୁ ଆରମ୍ଭ କରି ଆଫ୍ରିକା ଆଦି ୧୯୭ଟି ଦେଶ ଏହି ଭାଇରସର ଶିକାର ହୋଇଛନ୍ତି। ହେଲେ ଏହି ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛି। ଯାହାକି ଆମେରିକାନ୍ ପାର୍ଟନ (କୌଶଳ) ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଯଦିଓ ଭାରତ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷେପ ନେଉଛି ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା […]

CoronaviruS

CoronaviruS

Subhransu Sekhar
  • Published: Wednesday, 25 March 2020
  • Updated: 25 March 2020, 02:30 PM IST

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି। ଭାରତ, ଆମେରିକା ଠାରୁ ଆରମ୍ଭ କରି ଆଫ୍ରିକା ଆଦି ୧୯୭ଟି ଦେଶ ଏହି ଭାଇରସର ଶିକାର ହୋଇଛନ୍ତି। ହେଲେ ଏହି ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛି। ଯାହାକି ଆମେରିକାନ୍ ପାର୍ଟନ (କୌଶଳ) ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ଯଦିଓ ଭାରତ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷେପ ନେଉଛି ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ପାର୍ ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୧୧ ଛୁଇଁଛି। ଯଦି ଏହି ହାରରେ ବଢ଼ିବ ତାହେଲେ ମେ ମାସ ଅଧା ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ଛୁଇଁବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

କୋଭ-ଆଇଏନଡି-୧୯ ଷ୍ଟଡି ଗ୍ରୁପ ବିଭିନ୍ନ ଦେଶର ଆକ୍ରାନ୍ତଙ୍କ ସଂଖ୍ୟା, ସମୟ ଆଦିର ତଥ୍ୟକୁ ସଂଗ୍ରହ କରି ଏଭଳି ଆକଳନ କରିଛି। କୋଭିଡ-୧୯ର ଚିକିତ୍ସା ପାଇଁ କୌଣସି ଅନୁମୋଦିତ ଟୀକା କିମ୍ବା ଔଷଧ ନାହିଁ, ଏବେ କରୋନା ଦେଶରେ ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟରେ ରହିଛି। ଅନ୍ୟ ଦେଶରେ ତୃତୀୟ ଷ୍ଟେଜରେ କରୋନା ଯେଉଁଭଳି ଭୟଙ୍କର ହୋଇଛି ସେଭଳି ହେଲେ ଦେଶର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ନିକଟରେ ଆମେରିକା, ଇଟାଲୀରେ ହଠାତ୍ ବଢ଼ିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଉଦହାରଣ ଭାବରେ ନେଇଛି ଏହି କୋଭ-ଆଇଏନଡି-୧୯ ଷ୍ଟଡି ଗ୍ରୁପ।

ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଯଦି ଦେଖିବା ତାହେଲେ ଆମେରିକାରେ ଯେଉଁ ସ୍ଥିତି ଦେଖାଦେଇଛି ତାଠୁ ୧୩ ଦିନ ବିଳମ୍ବରେ ଭାରତ ଚାଲିଛି ବୋଲି ଏହି ଗବେଷଣା ସଂସ୍ଥା କହିଛି। ସେହିପରି ଆମେରିକାରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଇଟାଲୀର ୧୧ ଦିନ ପୂର୍ବର ସ୍ଥିତି ସହିତ ସମାନ ବୋଲି ଜଣାପଡ଼ିଛି।

ଯଦି ଇଟାଲୀ ଓ ଆମେରିକା ଭଳି ସ୍ଥିତି ବିଗିଡ଼ିବ ତାହେଲେ ଭାରତରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। କାରଣ ଭାରତରେ ୧୦୦୦ ଜଣଙ୍କ ପାଇଁ ଆବଶ୍ୟକ ହସ୍ପିଟାଲର ବେଡ୍ ହାର ୦.୭ ପ୍ରତିଶତ। ସେହିପରି ଫ୍ରାନ୍ସରେ ୧୦୦୦ ଜଣ ଲୋକ ପିଛା ୬.୫ ପ୍ରତିଶତ, ସାଉଥ କୋରିଆରେ ୧୧.୫ ପ୍ରତିଶତ, ଚାଇନାରେ ୪.୨ ପ୍ରତିଶତ, ଇଟାଲୀରେ ୩.୪ ପ୍ରତିଶତ, ୟୁକେରେ ୨.୯ ପ୍ରତିଶତ, ଆମେରିକାରେ ୨.୮ ପ୍ରତିଶତ ଏବଂ ଇରାନରେ ୧.୫ ପ୍ରତିଶତ ରହିଛି। ଦେଶର ଅର୍ଥନୀତି ଓ ସ୍ୱାସ୍ଥ୍ୟସେବାକୁ ଯଦି ଦେଖିବା ତାହେଲେ ଦେଶରେ ସ୍ୱାସ୍ଥ୍ୟସେବା ଏବଂ ଗରିବ ଖଟିଆ ସବୁଠୁ ଅସୁରକ୍ଷିତ ବୋଲି ଗବେଷଣାରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story