ଗାଜିପୁରରେ ୧୪୪ ଧାରା, ଆନ୍ଦୋଳନରୁ ଓହରିଲେ ଆଉ ଦୁଇ ଚାଷୀ ସଂଗଠନ

ନୂଆଦିଲ୍ଲୀ: ଜାନୁଆରୀ ୨୬ ଦିଲ୍ଲୀ ହିଂସାକାଣ୍ଡ ପରେ ଗାଜିପୁର ଓ ସିଙ୍ଘୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ବିଶେଷ କରି ଆଜି ରାତିସୁଦ୍ଧା ଗାଜିପୁର ଆନ୍ଦୋଳନସ୍ଥଳ ଖାଲି କରିବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେବା ପରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଥିପାଇଁ ଆନ୍ଦୋଳନ ସ୍ଥଳରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଆଜି ଆଉ ଦୁଇ ଚାଷୀ ସଂଗଠନ କୃଷି ଆଇନକୁ ବିରୋଧ କରି ହେଉଥିବା ଆନ୍ଦୋଳନରୁ […]

cr

cr

Hemant Lenka
  • Published: Thursday, 28 January 2021
  • Updated: 28 January 2021, 08:51 PM IST

ନୂଆଦିଲ୍ଲୀ: ଜାନୁଆରୀ ୨୬ ଦିଲ୍ଲୀ ହିଂସାକାଣ୍ଡ ପରେ ଗାଜିପୁର ଓ ସିଙ୍ଘୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ବିଶେଷ କରି ଆଜି ରାତିସୁଦ୍ଧା ଗାଜିପୁର ଆନ୍ଦୋଳନସ୍ଥଳ ଖାଲି କରିବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେବା ପରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଥିପାଇଁ ଆନ୍ଦୋଳନ ସ୍ଥଳରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ଆଜି ଆଉ ଦୁଇ ଚାଷୀ ସଂଗଠନ କୃଷି ଆଇନକୁ ବିରୋଧ କରି ହେଉଥିବା ଆନ୍ଦୋଳନରୁ ଓହରି ଯାଇଛନ୍ତି। ଭାରତୀୟ କିଷାନ ୟୁନିୟନ(ଲୋକଶକ୍ତି) ଓ ଭାରତୀୟ କିଷାନ ୟୁନିୟନ(ଏକତା)ର ସଦସ୍ୟମାନେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟିଥିଲେ। ଏହାପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି।

ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଛକାପଞ୍ଝା ହେବାରୁ ଗାଜିପୁର ସୀମାରେ ୧୪୪ ଧାରା ଲାଗୁ କରାଯାଇଛି। ସୀମାର ଉଭୟ ପକ୍ଷରୁ ସିଲ କରିଦିଆଯାଇଛି। ଏଠାରେ କୌଣସି କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟାରେ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ରାତି ୧୨ଟା ସୁଦ୍ଧା ଆନ୍ଦୋଳନ ସ୍ଥଳ ଛାଡ଼ିବାକୁ ଚାଷୀଙ୍କୁ କହିଥିଲେ। ତେବେ ସେମାନେ ଏଥିରେ ରାଜି ନ ହେବାରୁ ପ୍ରଶାସନ ୧୪୪ ଧାରା ଲାଗୁ କରିଛି। ଗାଜିପୁର ସୀମାରେ ଥିବା ଆନ୍ଦୋଳନକାରୀଙ୍କୁ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି।

ଏଠାରେ ଆନ୍ଦୋଳନ କରୁଥିବା ରାକେଶ ଟିକାୟତଙ୍କ ନାଁ ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ରୁଜୁ ଏଫଆଇଆର୍‌ରେ ରହିଛି। ସେ ଆଜି ଆନ୍ଦୋଳନ ସ୍ଥଳରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ଗାଜିପୁର ସୀମାରେ ପ୍ରଶାସନ ପଦକ୍ଷେପକୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ସ୍ଥିତିକୁ ଦେଖି ରୋଡ ୫୬, ଅକ୍ଷରଧାମ ଓ ନିଜାମୁଦ୍ଦିନ ଖଟ୍ଟାର ଟ୍ରାଫିକକୁ ଡାଇଭର୍ଟ କରାଯାଇଛି। ଏନଏ ୯ ଏନଏ ୨୪କୁ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସେହିପରି ସିଙ୍ଘୁ, ଅଉଚାଣ୍ଡି, ମଙ୍ଗେଶ, ସାବୋଲି ଓ ପିଆଉ ମନିୟାରୀ ସୀମାକୁ ମଧ୍ୟ ବନ୍ଦ କରାଯାଇଛି। ତେବେ ଲାମପୁର, ସୈଫିଆବାଦ, ସିଙ୍ଘୁ ସ୍କୁଲ ଓ ପାଲ୍ଲା ଟୋଲ ଟାକ୍ସ ସୀମା ଖୋଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story