ମନ୍ଦିର ଉପରେ ବୋମା ପକାଇବାକୁ ଷଡ଼ଯନ୍ତ୍ର କରୁଥିଲେ, ଧରିନେଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛନ୍ତି ସୁରକ୍ଷାକର୍ମୀ। ପୁଞ୍ଚ ଜିଲ୍ଲାର ଚାରିଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିବା ସହିତ ଛଅଟି ଗ୍ରେନେଡ ଜବତ କରିଛି। ସନ୍ଦିଗ୍ଧ ଆତଙ୍କବାଦୀ ଏକ ମନ୍ଦିର ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି। ଏହି ଆତଙ୍କବାଦୀ କେଉଁ ଆତଙ୍କୀ ସଂଗଠନ ସହ ଜଡ଼ିତ ଅଛନ୍ତି ଏହାର ତଦନ୍ତ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ଏବଂ ପୁଲିସ। […]

terrorist-attack

terrorist-attack

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 04:02 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛନ୍ତି ସୁରକ୍ଷାକର୍ମୀ। ପୁଞ୍ଚ ଜିଲ୍ଲାର ଚାରିଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିବା ସହିତ ଛଅଟି ଗ୍ରେନେଡ ଜବତ କରିଛି। ସନ୍ଦିଗ୍ଧ ଆତଙ୍କବାଦୀ ଏକ ମନ୍ଦିର ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି। ଏହି ଆତଙ୍କବାଦୀ କେଉଁ ଆତଙ୍କୀ ସଂଗଠନ ସହ ଜଡ଼ିତ ଅଛନ୍ତି ଏହାର ତଦନ୍ତ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ଏବଂ ପୁଲିସ।

ଗତକାଲି ରାତିରେ ମନ୍ଦିର ଉପରେ ଆକ୍ରମଣ ନେଇ ସୂଚନା ମିଳିବା ପରେ ପୁଲିସ ସର୍ଚ୍ଚ ଅପରେସନ କରିଥିଲା। ରାତିରେ ମୁସ୍ତାଫା ଇକବାଲ ଏବଂ ମୁର୍ତାଜା ଇକବାଲକୁ ପୁଲିସ ଅଟକ ରଖିବା ପରେ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଥିଲା। ଏହି ଦୁଇଜଣ ଭାଇ ବୋଲି ପୁଲିସ କହିଛି। ଗାଡି ଚେକିଂ କରିବା ବେଳେ ଏମାନେ ଧରା ପଡ଼ିଛନ୍ତି।

ପଚରାଉଚରା ବେଳେ ସନ୍ଦିଗ୍ଧ ଆତଙ୍କବାଦୀ ଆରି ଗାଁର ଏକ ମନ୍ଦିରରେ ବୋମା ପକାଇବାକୁ ଯୋଜନା କରିଥିଲେ ବୋଲି ସ୍ୱୀକାର କରିଛି। ଗିରଫ ହୋଇଥିବା ସନ୍ଦିଗ୍ଧର ମୋବାଇଲରେ ଗ୍ରେନେଡ କିପରି ଫିଙ୍ଗାଯାଏ ତା’ର ଏକ ଭିଡିଓ ଦେଖିବାକୁ ମିଳିଛି। ମାମଲାର ଅଧିକ ତଦନ୍ତ କରି ଏଲଓସି ନିକଟରେ ଥିବା ବାଲାକୋଟ ସେକ୍ଟରର ଡାବି ଗାଁରୁ ଆଉ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story