ଫୈଜଲଙ୍କ ନାଁରେ ପିଏସ୍‌ଏରେ ମାମଲା ରୁଜୁ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍‌ ଅଫିସର୍‌ ତଥା ଜମ୍ମୁ-କଶ୍ମୀର ପିପୁଲ୍‌ସ ମୁଭ୍‌ମେଣ୍ଟର ଶାହ ଫୈଜଲଙ୍କ ନାଁରେ ଜନସାଧାରଣ ସୁରକ୍ଷା ଆଇନ (ପିଏସ୍‌ଏ)ରେ ମାମଲା ରୁଜୁ କରାଯାଇଛି। ଜମ୍ମୁ-କଶ୍ମୀରରୁ ସ୍ପେଶାଲ୍‌ ଷ୍ଟାଟସ୍ ହଟାଯିବା ପରେ ଅଟକ ରହିଥିବା ଫୈଜଲଙ୍କ ବିରୋଧରେ ଶୁକ୍ରବାର ରାତିରେ ପିଏସ୍‌ଏରେ ମାମଲା ରୁଜୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ଅଗଷ୍ଟ ୧୩ ତାରିଖ ମଧ୍ୟରାତିରେ ସେ ଦିଲ୍ଲୀରୁ ଇସ୍ତାନବୁଲ୍ ଅଭିମୁଖେ ବାହାରିଥିଲେ। ତେବେ ବିମାନବନ୍ଦରରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ଏହା ପରେ ସେ ଶ୍ରୀନଗର […]

faisal

faisal

Jitendra Garnayak
  • Published: Saturday, 15 February 2020
  • Updated: 15 February 2020, 02:48 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍‌ ଅଫିସର୍‌ ତଥା ଜମ୍ମୁ-କଶ୍ମୀର ପିପୁଲ୍‌ସ ମୁଭ୍‌ମେଣ୍ଟର ଶାହ ଫୈଜଲଙ୍କ ନାଁରେ ଜନସାଧାରଣ ସୁରକ୍ଷା ଆଇନ (ପିଏସ୍‌ଏ)ରେ ମାମଲା ରୁଜୁ କରାଯାଇଛି।

ଜମ୍ମୁ-କଶ୍ମୀରରୁ ସ୍ପେଶାଲ୍‌ ଷ୍ଟାଟସ୍ ହଟାଯିବା ପରେ ଅଟକ ରହିଥିବା ଫୈଜଲଙ୍କ ବିରୋଧରେ ଶୁକ୍ରବାର ରାତିରେ ପିଏସ୍‌ଏରେ ମାମଲା ରୁଜୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗତବର୍ଷ ଅଗଷ୍ଟ ୧୩ ତାରିଖ ମଧ୍ୟରାତିରେ ସେ ଦିଲ୍ଲୀରୁ ଇସ୍ତାନବୁଲ୍ ଅଭିମୁଖେ ବାହାରିଥିଲେ। ତେବେ ବିମାନବନ୍ଦରରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ଏହା ପରେ ସେ ଶ୍ରୀନଗର ଚାଲି ଯାଇଥିଲେ। ସେଠାରେ ତାଙ୍କୁ ଅଟକ ରଖାଯାଇଛି।

ଜମ୍ମୁ-କଶ୍ମୀରରେ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍‌ତି, ସର୍ତାଜ୍ ମଦାନୀ, ହିଲାଲ ଲୋନ୍, ଅଲି ମହମ୍ମଦ ସାଗର ଓ ନୟୀମ ଅଖତରଙ୍କ ନାଁରେ ମଧ୍ୟ ପିଏସ୍‌ଏରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ପିଏସ୍‌ଏରେ ମାମଲା ରୁଜୁ ହେଲେ ଜଣେ ବ୍ୟକ୍ତିଙ୍କୁ ସରକାର ବିନା କୌଣସି ନ୍ୟାୟିକ ପ୍ରକ୍ରିୟାରେ ତିନି ମାସ ବା ତା’ଠାରୁ ଅଧିକ ସମୟ ଧରି ଅଟକ ରଖିପାରିବେ, ଯାହା ଦୁଇ ବର୍ଷ ବି ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story