ଗୁଜରାଟ, ନୂଆଦିଲ୍ଲୀ ପରେ ଶାହଙ୍କ ନୂଆ ଠିକଣା ପଶ୍ଚିମବଙ୍ଗ!

କୋଲକାତା: ବିଜେପିର ପୂର୍ବତନ ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହ ୨୦୨୧ରୁ ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ। ସର୍ବନିମ୍ନ ୭ ଦିନ ଏହି ଗସ୍ତ ସମୟରେ ରହିବେ। ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲ୍ଲୀପ ଘୋଷ ଏହି ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ରହିଛି। ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ନେଇ ସମସ୍ତ ପ୍ରକାର ଗୋଟି ଚଳାଇବା ଆରମ୍ଭ କରିଛି। ଏହାକୁ ନଜରରେ ରଖି ଗୁଜରାଟ ଗାନ୍ଧିନଗରର ସାଂସଦ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବେ […]

amit shah

amit shah

Subhransu Sekhar
  • Published: Sunday, 20 December 2020
  • Updated: 20 December 2020, 10:41 AM IST

Sports

Latest News

କୋଲକାତା: ବିଜେପିର ପୂର୍ବତନ ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହ ୨୦୨୧ରୁ ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ। ସର୍ବନିମ୍ନ ୭ ଦିନ ଏହି ଗସ୍ତ ସମୟରେ ରହିବେ। ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲ୍ଲୀପ ଘୋଷ ଏହି ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ରହିଛି। ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ନେଇ ସମସ୍ତ ପ୍ରକାର ଗୋଟି ଚଳାଇବା ଆରମ୍ଭ କରିଛି। ଏହାକୁ ନଜରରେ ରଖି ଗୁଜରାଟ ଗାନ୍ଧିନଗରର ସାଂସଦ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡ଼ିଛି।

ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଶାହ ଟିକିନିଖି ନଜର ରଖିବା ସହିତ ପ୍ରତିପକ୍ଷ ଦଳ ଟିଏମସିର ରଣନୀତି ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି। ଗତକାଲି ରାଲି ବେଳେ ଶାହ କହିଛନ୍ତି, ଟିଏମସି ନେତା ମାନେ ଏବେ ବିଜେପି ମୁହାଁ। ଦିଦି (ମମତା)ଙ୍କ ନେତୃତ୍ୱ ଆଉ ପଶ୍ଚିମବଙ୍ଗବାସୀଙ୍କ ପାଇଁ ନୁହେଁ ବରଂ ଭଡ଼ାଟିଆ ଗୁଣ୍ଡାଙ୍କ ପାଇଁ ବୋଲି ଶାହ କହିଥିଲେ। ନିର୍ବାଚନ ବେଳକୁ ଟିଏମସିରେ ମମତାଙ୍କୁ ଛାଡ଼ି ଦେଲେ ଆଉ କେହିନଥିବେ ବୋଲି ଶାହ କହିଥିଲେ।

ଅନ୍ୟପଟେ ବିଜେପି ଦଙ୍ଗାକୁ ପ୍ରୋତ୍ସାହିତ କରୁଥିବା ଦଳ ଏବଂ ବଙ୍ଗଳା ବାହାର ଦଳ ବୋଲି କହି ଅସ୍ମିତାର କାର୍ଡ ଖେଳୁଛି ଟିଏମସି। ସେହିପରି ମୋଦି ସରକାରର ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଟିଏମସି ଗୋଟି ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story