ଦୁଷ୍କର୍ମ ଅଭିଯୋଗ ପରେ ଧନଞ୍ଜୟଙ୍କ ମନ୍ତ୍ରୀ ପଦ ରହିବ କି ନାହିଁ ସ୍ପଷ୍ଟ କଲେ ଶରଦ ପାଓ୍ୱାର

ମୁମ୍ୱାଇ: ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ରର ସାମାଜିକ ଓ ନ୍ୟାୟ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେ। ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଧନଞ୍ଜୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଗୁରୁବାର ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଥିଲେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁରୁତର ଓ ଗମ୍ଭୀର। ଦଳର କୋର ସଦସ୍ୟଙ୍କ ସହ ଆଲୋଚନା ପରେ ଧନଞ୍ଜୟଙ୍କ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶରଦଙ୍କ ଏଭଳି ମନ୍ତବ୍ୟ ପରେ ଧନଞ୍ଜୟ ମନ୍ତ୍ରିମଣ୍ଡଳରୁ ବାଦ୍ […]

dhananjay-munde

dhananjay-munde

Subhransu Sekhar
  • Published: Friday, 15 January 2021
  • Updated: 15 January 2021, 04:23 PM IST

Sports

Latest News

ମୁମ୍ୱାଇ: ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ରର ସାମାଜିକ ଓ ନ୍ୟାୟ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେ। ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଧନଞ୍ଜୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଗୁରୁବାର ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଥିଲେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁରୁତର ଓ ଗମ୍ଭୀର। ଦଳର କୋର ସଦସ୍ୟଙ୍କ ସହ ଆଲୋଚନା ପରେ ଧନଞ୍ଜୟଙ୍କ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶରଦଙ୍କ ଏଭଳି ମନ୍ତବ୍ୟ ପରେ ଧନଞ୍ଜୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ତେବେ ସମସ୍ତ ଚର୍ଚ୍ଚାରେ ଶୁକ୍ରବାର ବିରାମ ଲଗାଇଛନ୍ତି ଶରଦ ପାଓ୍ୱାର। ସେ କହିଛନ୍ତି ମୁମ୍ୱାଇ ପୁଲିସ ପ୍ରଥମେ ମାମଲାର ତଦନ୍ତ କରୁ। ଅଭିଯୋଗ ଯଦି ସତ ହେବ ତାହେଲେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଗତକାଲି ଏହି ପ୍ରସଙ୍ଗରେ ଶରଦ ପାଓ୍ୱାର, ଏନସିପିର କୋର ସଦସ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର, ମନ୍ତ୍ରୀ ଜୟନ୍ତ ପାଟିଲ, ପ୍ରଫୁଲ ପଟେଲଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଶରଦ ପାଓ୍ୱାର।

ସେହିପରି ଏନପିସି ନେତା ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି, କେହି ଆଇନର ଉପରେ ନୁହେଁ। ଏହି ମାମଲାରୁ ପୁଲିସ ସ୍ୱାଧୀନ ଭାବରେ ତଦନ୍ତ କରିପାରିବ। ଯଦି ଅଭିଯୋଗ ସତ ହେବେ ତାହେଲେ ଦଳୀୟ ନେତା ତଥା ମନ୍ତ୍ରୀ ହୋଇଥିଲେ ମଧ୍ୟ ଧନଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଏନସିପି ନେତା ଧନଞ୍ଜୟ ମୁଣ୍ଡେଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ୨୦୦୬ରୁ ଧନଞ୍ଜୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ୩୭ ବର୍ଷୀୟ ଏହି ମହିଳା ଜଣଙ୍କ ପେଶାରେ ଜଣେ ସିଙ୍ଗର। ପୂର୍ବରୁ ସେ ପୁଲିସ କମିଶନରଙ୍କ ପାଖରେ ଅଭିଯୋଗ କରିଥିଲେ ବି ଏତଲା ଗ୍ରହଣ ହୋଇନଥିଲା। ଏବେ ସେ ଟୁଇଟ୍ କରି ସମସ୍ତ ମାମଲାକୁ ସାର୍ବଜନୀନ କରିଥିଲେ। ଏହି ଟୁଇଟରେ ସେ ଶରଦ ପାଓ୍ୱାର, ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଟ୍ୟାଗ କରିଥିଲେ।

ଅନ୍ୟପଟେ ମୁଣ୍ଡେ କହିଛନ୍ତି ପୂର୍ବରୁ ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ମହିଳା ଜଣଙ୍କ ତାଙ୍କୁ ବ୍ଲାକମେଲ କରୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ମୁଣ୍ଡେ (୪୫ ) କହିଛନ୍ତି ଯେ ସେ ୨୦୦୩ ମସିହାରୁ ଅଭିଯୋଗକାରୀ ମହିଳାଙ୍କ ଭଉଣୀ ସହିତ ତାଙ୍କର ସମ୍ପର୍କ ରହିଛି। ତାଙ୍କର ଦୁଇଟି ସନ୍ତାନ ରହିଛି। ଏହି ସମ୍ପର୍କକୁ ତାଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

ଏ ଘଟଣା ମୋ ପରିବାର, ସ୍ତ୍ରୀଙ୍କୁ ଜଣା। ମୋ ପରିବାର, ପତ୍ନୀ ଏବଂ ମୋ ପିଲାମାନେ ମଧ୍ୟ ଏହି ଦୁଇ ପିଲାମାନଙ୍କୁ ପରିବାର ସଦସ୍ୟ ଭାବରେ ଗ୍ରହଣ କରିଛନ୍ତି। ଏବେ ବ୍ଲାକମେଲିଂ, ବଦନାମ କରିବା ପାଇଁ ଏହି ସମ୍ପୂର୍ଣ୍ଣ ମାମଲା ତିଆରି କରାଯାଇଛି। ତେଣୁ ଏପରି ଅଭିଯୋଗକୁ ଗ୍ରହଣ ନକରିବାକୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story