ବିଜେପି- ଶିବସେନା ଆସନ ବୁଝାମଣାକୁ ଭାରତ-ପାକିସ୍ତାନ ସହୁ ତୁଳନା କଲେ ଶିବସେନା ନେତା

ମୁମ୍ୱାଇ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର ସେପ୍ଟେମ୍ୱର ୨୩ରେ ତାରିଖ ଘୋଷଣା କରିଛନ୍ତି। ଏବେ ରାଜ୍ୟରେ ପ୍ରଚାର ଯେତିକି ଜୋର ଧରିଛି ତାଠୁ ଅଧିକ ଚର୍ଚ୍ଚା ଏବେ ଶାସକ ଦଳରେ ସାମିଲ୍ ଥିବା ଦୁଇ ଦଳର ଆସନ ବୁଝାମଣାକୁ ନେଇ। ୨୮୮ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଓ ଶିବସେନା କେତୋଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ସେ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଏହାରି ଭିତରେ ଶିବସେନାର ସାଂସଦ ତଥା […]

sanjay raut

sanjay raut

Subhransu Sekhar
  • Published: Tuesday, 24 September 2019
  • Updated: 24 September 2019, 02:53 PM IST

Sports

Latest News

ମୁମ୍ୱାଇ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର ସେପ୍ଟେମ୍ୱର ୨୩ରେ ତାରିଖ ଘୋଷଣା କରିଛନ୍ତି। ଏବେ ରାଜ୍ୟରେ ପ୍ରଚାର ଯେତିକି ଜୋର ଧରିଛି ତାଠୁ ଅଧିକ ଚର୍ଚ୍ଚା ଏବେ ଶାସକ ଦଳରେ ସାମିଲ୍ ଥିବା ଦୁଇ ଦଳର ଆସନ ବୁଝାମଣାକୁ ନେଇ। ୨୮୮ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଓ ଶିବସେନା କେତୋଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ସେ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଏହାରି ଭିତରେ ଶିବସେନାର ସାଂସଦ ତଥା ସଞ୍ଜୟ ରାଉତ ବିଜେପି ଶିବସେନାର ଆସନ ବୁଝାମଣାକୁ ଭାରତ-ପାକିସ୍ତାନ ଭାଗବଣ୍ଟା ସହ ତୁଳନା କରିଛନ୍ତି। ନିର୍ବାଚନ ବେଳେ ଏହି ମନ୍ତବ୍ୟ ଆହୁରି ରୋଚକ କରିଛି। ଭାରତ-ପାକିସ୍ତାନ ମଧ୍ୟରେ ଅଂଚଳ ଭାଗବଣ୍ଟା ଅପେକ୍ଷା ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ଆସନ ଭାଗବଣ୍ଚା ଅଧିକ ରୋଚକ ବୋଲି ସେ କହିଛନ୍ତି।

ସଞ୍ଜୟ ରାଉତ ଆହୁରି କହିଛନ୍ତି ଆମେ ଯଦି ବିରୋଧୀ ଦଳରେ ଥାନ୍ତୁ ତାହେଲେ ଚିତ୍ର କିଛି ଅଲଗା ରହିଥାନ୍ତା। ଆସନ ବୁଝାମଣାକୁ ନେଇ ଦୁଇ ଦଳ ମଧ୍ୟରେ ଯାହା ବି ନିଷ୍ପତ୍ତି ନିଆଯିବ ଖୁବଶୀଘ୍ର ଗଣମାଧ୍ୟମରେ ଅବଗତ କରାଯିବ ବୋଲି ସେ କହିଛନ୍ତି। ଶିବସେନା ଅଧିକ ଆସନ ଦାବି କରୁଥିବା ବେଳେ ବିଜେପି ୫୦-୫୦ ଫର୍ମୁଲା ପାଇଁ ରାଜି ହେଉଥିବା ସୂଚନା ରହିଛି। ଅନ୍ୟପଟେ ମହାରାଷ୍ଟ୍ରରେ ଏନଡିଏର ଆଉ ଏକ ଦଳ ରପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ୧୦ଟି ଆସନ ପାଇଁ ଜିଦ୍ ଧରିଛି। ଯାହାକି ବିଜେପିକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି।

ଧାରା ୩୭୦ ଉଚ୍ଛେଦ ପରେ ବିଜେପିର ଲୋକପ୍ରିୟତା ଅଧିକ ବଢ଼ିଛି। ସେହିପରି ସଦସ୍ୟ ଅଭିଯାନ ଜରିଆରେ ମହାରାଷ୍ଟ୍ରରେ ବିଜେପି ସଦସ୍ୟ ସଂଖ୍ୟା ମଧ୍ୟ ଢେର ଅଧିକ ବଢ଼ିଛି। ତେଣୁ ବିଜେପି ରାଜ୍ୟର ପ୍ରମୁଖ ଦଳ ହୋଇଥିବାରୁ ଏବେ ଅଧିକରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଯୋଜନା କରୁଛି।

ସୂଚନାଯୋଗ୍ୟ, ୨୦୧୪ରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେପି ପାଖରେ ଏବେ ୧୨୨ଟି ଆସନ ରହିଥିବା ବେଳେ ଶିବସେନା ପାଖରେ ୬୩ଟି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story