ଅମିତାଭ ଏବଂ ଅକ୍ଷୟଙ୍କୁ କଂଗ୍ରେସର ଧମକ, ସମର୍ଥନରେ ବାହାରିଲା ଶିବସେନା

ମୁମ୍ୱାଇ: ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମହାରାଷ୍ଟ୍ର କଂଗ୍ରେସ ବଲିଉଡ୍‌ କଳାକାର ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କୁ ଧମକ ଦେଇଥିଲା। ଏବେ କଂଗ୍ରେସର ଏହି ଧମକ ସମର୍ଥନରେ ବାହାରିଛି ମେଣ୍ଟ ସରକାରରେ ନେତୃତ୍ୱ ନେଉଥିବା ଶିବସେନା। ବଲିଉଡ୍‌ ସହିତ ରାଜ୍ୟ ସରକାରର କୌଣସି ବିବାଦ ନଥିବା ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ କହିଛନ୍ତି। ହେଲେ ବଲିଉଡ କଳାକାର ନିରପେକ୍ଷ ନୁହନ୍ତି। ସବୁବେଳେ ଏକପାଖିଆ ହୋଇ ମତ ରଖୁଛନ୍ତି ବୋଲି ସାଓ୍ୱନ୍ତ କହିଛନ୍ତି। ଦିଲ୍ଲୀ ସୀମାରେ ଚାଷୀମାନେ […]

maharastra-congress

maharastra-congress

Subhransu Sekhar
  • Published: Friday, 19 February 2021
  • Updated: 19 February 2021, 05:13 PM IST

Sports

Latest News

ମୁମ୍ୱାଇ: ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମହାରାଷ୍ଟ୍ର କଂଗ୍ରେସ ବଲିଉଡ୍‌ କଳାକାର ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କୁ ଧମକ ଦେଇଥିଲା। ଏବେ କଂଗ୍ରେସର ଏହି ଧମକ ସମର୍ଥନରେ ବାହାରିଛି ମେଣ୍ଟ ସରକାରରେ ନେତୃତ୍ୱ ନେଉଥିବା ଶିବସେନା। ବଲିଉଡ୍‌ ସହିତ ରାଜ୍ୟ ସରକାରର କୌଣସି ବିବାଦ ନଥିବା ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତ କହିଛନ୍ତି। ହେଲେ ବଲିଉଡ କଳାକାର ନିରପେକ୍ଷ ନୁହନ୍ତି। ସବୁବେଳେ ଏକପାଖିଆ ହୋଇ ମତ ରଖୁଛନ୍ତି ବୋଲି ସାଓ୍ୱନ୍ତ କହିଛନ୍ତି। ଦିଲ୍ଲୀ ସୀମାରେ ଚାଷୀମାନେ ଖରା ଓ କାକରରେ ଦିନରାତି ପଡ଼ିରହିଛନ୍ତି। ତାଙ୍କ ଉପରକୁ ଲୁହ ବୁହା ଗ୍ୟାସ ସ୍ପ୍ରେ ହେଉଛି। ହେଲେ ବଲିଉଡ କଳାକାର ଏ ନେଇ ମୁହଁ ଖୋଲୁ ନାହାନ୍ତି ବୋଲି ସାଓ୍ୱନ୍ତ କହିଛନ୍ତି।

ରାଜସ୍ଥାନରେ ତେଲ ଦର ଶତକ ମାରିସାରିଲାଣି। ମହାରାଷ୍ଟ୍ରରେ ମଧ୍ୟ ଶତକ ନିକଟତର ହେଲାଣି ତେଲ ଦର। ଏତେ ପରେ ବି ବଲିଉଡ କଳାକାର ନୀରବ ରହିଛନ୍ତି। ପୂର୍ବରୁ ୟୁପିଏ ସରକାର ବେଳେ ତେଲ ଦର ବଢ଼ିବା ମାତ୍ରେ ବଲିଉଡର ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ଟ୍ୱିଟ୍ କରି ଦର ବୃଦ୍ଧିକୁ ବିରୋଧ କରୁଥିଲେ। ଏବେ ମୋଦି ସରକାରକୁ ଡରି ନୀରବ ରହିଛନ୍ତି ବୋଲି ମହାରାଷ୍ଟ୍ରର କଂଗ୍ରେସ ସଭାପତି ତଥା ମହା ବିକାଶ ଅଘାଡ଼ି ସରକାରର ପୂର୍ବତନ ବାଚସ୍ପତି ନାନା ପାଟୋଲେ କହିଥିଲେ।

ଯଦି ତେଲ ଦର ବୃଦ୍ଧିକୁ ନେଇ ମୁହଁ ନଖୋଲିବା ତା’ହେଲେ ଆଗାମୀ ଦିନରେ ଏହି ଦୁଇ କଳାକାରଙ୍କ ସିନେମା ସୁଟିଂ ବନ୍ଦ କରି ଦିଆଯିବ ବୋଲି ନୂଆ ମହାରାଷ୍ଟ୍ର କଂଗ୍ରେସ ସଭାପତି କହିଥିଲେ। ଏମିତିକି ରାଜ୍ୟରେ ଏହି ଦୁଇ କଳାକାରଙ୍କ ସିନେମା ରିଲିଜ୍ କରିବାକୁ ଦିଆଯିବନି ବୋଲି ସେ କହିଥିଲେ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କହିଛନ୍ତି ପାଟୋଲେ ନୂଆ ନୂଆ ଦଳର ନେତୃତ୍ୱ ନେଉଛନ୍ତି। ତେଣୁ ଚର୍ଚ୍ଚାରେ ରହିବା ପାଇଁ ବଲିଉଡ ତାରକାଙ୍କୁ ନେଇ ଏଭଳି କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story