ଦିଲ୍ଲୀରେ ଖୋଲିଲାନି କୌଣସି ଦୋକାନ, ଲକଡାଉନ ବୃଦ୍ଧି କରିପାରନ୍ତି କେଜ୍ରି ସରକାର

ନୂଆଦିଲ୍ଲୀ: ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଜିଠାରୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମସ୍ତ ଦୋକାନ ଖୋଲିପାରିବ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଦିଲ୍ଲୀ ସରକାର ନିଜ ରାଜ୍ୟରେ କୌଣସି ପ୍ରକାରର ଦୋକାନ ଖୋଲିବାକୁ ଏବେ ସୁଦ୍ଧା ଅନୁମତି ଦେଇନାହାନ୍ତି। ଦିଲ୍ଲୀରେ କରୋନା ସ୍ଥିତି ବଢ଼ୁଥିବାରୁ କ୍ଷମତାସୀନ କେଜ୍ରିୱାଲ ସରକାର ପ୍ରଥମେ ସ୍ଥିତିର ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଦିଲ୍ଲୀରେ ବର୍ତ୍ତମାନ ୯୨ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଛି। ସେହିପରି […]

cc

cc

Hemant Lenka
  • Published: Saturday, 25 April 2020
  • Updated: 25 April 2020, 12:13 PM IST

Sports

Latest News

ନୂଆଦିଲ୍ଲୀ: ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଜିଠାରୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମସ୍ତ ଦୋକାନ ଖୋଲିପାରିବ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଦିଲ୍ଲୀ ସରକାର ନିଜ ରାଜ୍ୟରେ କୌଣସି ପ୍ରକାରର ଦୋକାନ ଖୋଲିବାକୁ ଏବେ ସୁଦ୍ଧା ଅନୁମତି ଦେଇନାହାନ୍ତି। ଦିଲ୍ଲୀରେ କରୋନା ସ୍ଥିତି ବଢ଼ୁଥିବାରୁ କ୍ଷମତାସୀନ କେଜ୍ରିୱାଲ ସରକାର ପ୍ରଥମେ ସ୍ଥିତିର ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଦିଲ୍ଲୀରେ ବର୍ତ୍ତମାନ ୯୨ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଛି।

ସେହିପରି ମେ’ ୩ରେ ଶେଷ ହେବାକୁ ଥିବା ଦେଶବ୍ୟାପୀ ଲକଡାଉନକୁ ଦିଲ୍ଲୀ ସରକାର ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ହେଲେ ଏପ୍ରିଲ ୩୦ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବା ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୀକ୍ଷା ଓ ଆଲୋଚନା କରାଯାଉଛି।

ଯାହା ବି ନିଷ୍ପତ୍ତି ହେବ, ଏପ୍ରିଲ ୩୦ ପରେ ଏହାକୁ ଲାଗୁ କରାଯିବ। ଜାହାନଗିରିପୁରି ଅଞ୍ଚଳରେ ଅନେକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳରେ ଥିବା ବାବୁ ଜବଜୀବନ ରାମ ହସ୍ପିଟାଲରେ ମଧ୍ୟ କିଛି ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story