ଟୋକ୍ସାସ୍: ଆମେରିକାର ଟେକ୍ସାସରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଶିଖ୍ ପୁଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣକ ଗୁଳିକରି ଶିଖ୍ ପୁଲିସ୍ ଅଧିକାରୀଙ୍କୁ ହତ୍ୟା କରିଛି। ମୃତ ପୁଲିସ ଅଧିକାରୀଙ୍କ ନାମ ସନ୍ଦୀପ ସିଂହ ଧାଲିବାଲ। ଦୀର୍ଘ ୧୦ ବର୍ଷ ହେଲା ସେ ଆମେରିକା ପୁଲିସରେ କାର୍ଯ୍ୟରତ ଥିଲେ।
ସନ୍ଦୀପଙ୍କ ପାଖରେ ଥିବା କ୍ୟାମେରାରେ ହତ୍ୟାକାରୀର ମୁହଁ ଚିହ୍ନଟ ହୋଇଛି। ହତ୍ୟାକାରୀ ଏକ ମଲ୍ ଆଡ଼କୁ ଯାଇଥିବା ଜଣାପଡ଼ିଛି।ଏ ନେଇ ଟେକ୍ସାସର ବରିଷ୍ଠ ପୁଲିସ୍ ଅଧିକାରୀ ଶୋରିଫ୍ ଇଡ୍ ଗୋନଜାଲେଜ ସୂଚନା ଦେଇଛନ୍ତି।
ହତ୍ୟାକାରୀ ଜଣଙ୍କ କାର୍ରେ ଜଣେ ମହିଳାଙ୍କୁ ବସାଇ ଯାଉଥିଲେ। ଟ୍ରାଫିକ ସିଗନାଲ ପାଖରେ ସନ୍ଦୀପ କାର୍ଟିକୁ ଅଟକାଇ ଆସିବାକୁ କହିଥିଲେ। ଏହାପରେ ହତ୍ୟାକାରୀ ଜଣଙ୍କ ସନ୍ଦୀପଙ୍କୁ ପଛପଟୁ ଗୁଳି କରିଥିଲେ। ଏହାପରେ ହତ୍ୟାକାରୀ କାର୍ ନେଇ ଚମ୍ପଟ ମାରିଛି। ପୁଲିସ୍ ଏବେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। ଆମେରିକାରେ ଶିଖ ଲୋକଙ୍କୁ ଏକ କରି ରଖିବାରେ ସନ୍ଦୀପଙ୍କ ଅବଦାନ ଅନେକ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।