ଆମେରିକାରେ ଭାରତୀୟ ବଂଶୋଦ୍ଭବ ଶିଖ୍ ପୁଲିସ ଅଧିକାରୀଙ୍କୁ ହତ୍ୟା

ଟୋକ୍ସାସ୍: ଆମେରିକାର ଟେକ୍ସାସରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଶିଖ୍ ପୁଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣକ ଗୁଳିକରି ଶିଖ୍ ପୁଲିସ୍ ଅଧିକାରୀଙ୍କୁ ହତ୍ୟା କରିଛି। ମୃତ ପୁଲିସ ଅଧିକାରୀଙ୍କ ନାମ ସନ୍ଦୀପ ସିଂହ ଧାଲିବାଲ। ଦୀର୍ଘ ୧୦ ବର୍ଷ ହେଲା ସେ ଆମେରିକା ପୁଲିସରେ କାର୍ଯ୍ୟରତ ଥିଲେ। ସନ୍ଦୀପଙ୍କ ପାଖରେ ଥିବା କ୍ୟାମେରାରେ ହତ୍ୟାକାରୀର ମୁହଁ ଚିହ୍ନଟ ହୋଇଛି। ହତ୍ୟାକାରୀ ଏକ ମଲ୍ ଆଡ଼କୁ ଯାଇଥିବା ଜଣାପଡ଼ିଛି।ଏ ନେଇ ଟେକ୍ସାସର ବରିଷ୍ଠ ପୁଲିସ୍ ଅଧିକାରୀ ଶୋରିଫ୍ […]

Sikh Police Officer In US Shot Dead

Sikh Police Officer In US Shot Dead

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 03:24 PM IST

Sports

Latest News

ଟୋକ୍ସାସ୍: ଆମେରିକାର ଟେକ୍ସାସରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଶିଖ୍ ପୁଲିସ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣକ ଗୁଳିକରି ଶିଖ୍ ପୁଲିସ୍ ଅଧିକାରୀଙ୍କୁ ହତ୍ୟା କରିଛି। ମୃତ ପୁଲିସ ଅଧିକାରୀଙ୍କ ନାମ ସନ୍ଦୀପ ସିଂହ ଧାଲିବାଲ। ଦୀର୍ଘ ୧୦ ବର୍ଷ ହେଲା ସେ ଆମେରିକା ପୁଲିସରେ କାର୍ଯ୍ୟରତ ଥିଲେ।

ସନ୍ଦୀପଙ୍କ ପାଖରେ ଥିବା କ୍ୟାମେରାରେ ହତ୍ୟାକାରୀର ମୁହଁ ଚିହ୍ନଟ ହୋଇଛି। ହତ୍ୟାକାରୀ ଏକ ମଲ୍ ଆଡ଼କୁ ଯାଇଥିବା ଜଣାପଡ଼ିଛି।ଏ ନେଇ ଟେକ୍ସାସର ବରିଷ୍ଠ ପୁଲିସ୍ ଅଧିକାରୀ ଶୋରିଫ୍ ଇଡ୍ ଗୋନଜାଲେଜ ସୂଚନା ଦେଇଛନ୍ତି।

ହତ୍ୟାକାରୀ ଜଣଙ୍କ କାର୍‌ରେ ଜଣେ ମହିଳାଙ୍କୁ ବସାଇ ଯାଉଥିଲେ। ଟ୍ରାଫିକ ସିଗନାଲ ପାଖରେ ସନ୍ଦୀପ କାର୍‌ଟିକୁ ଅଟକାଇ ଆସିବାକୁ କହିଥିଲେ। ଏହାପରେ ହତ୍ୟାକାରୀ ଜଣଙ୍କ ସନ୍ଦୀପଙ୍କୁ ପଛପଟୁ ଗୁଳି କରିଥିଲେ। ଏହାପରେ ହତ୍ୟାକାରୀ କାର୍‌ ନେଇ ଚମ୍ପଟ ମାରିଛି। ପୁଲିସ୍ ଏବେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। ଆମେରିକାରେ ଶିଖ ଲୋକଙ୍କୁ ଏକ କରି ରଖିବାରେ ସନ୍ଦୀପଙ୍କ ଅବଦାନ ଅନେକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story