ସିରିଆରେ ୧୭ ଜଣ ନାଗରିକଙ୍କୁ ହତ୍ୟା କଲା ଆଇଏସ୍

ବେରୁତ: ଇରାକ ଓ ସିରିଆରେ ନିଜର ସାମ୍ରାଜ୍ୟ ସ୍ଥାପନ ପାଇଁ ଚେଷ୍ଟା କରୁଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) ସିରିଆର ପାଲମ୍ୟାରା ସହରର ୧୭ ଜଣ ନାଗରିକଙ୍କୁ ହତ୍ୟା କରିଛି। ସିରିଆରେ ମାନବାଧିକାରୀ ଯାଞ୍ଚରେ ଲାଗିଥିବା ବ୍ରିଟେନର ଏକ ସଂସ୍ଥାର କହିବାନୁଯାୟୀ ଆଇଏସ୍ ଆତଙ୍କବାଦୀ ପ୍ରାଚୀନ ସହର ପାଲମ୍ୟାରାରେ  ସିରିଆର ସୁରକ୍ଷାବଳ ଓ  ସରକାରଙ୍କୁ ସମର୍ଥନ କରୁଥିବା ୧୭ ଜଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ମୁଣ୍ଡ କାଟି ଦେଇଥିଲେ ଆତଙ୍କୀମାନେ। ଆଇଏସ […]

ISantakabadee

ISantakabadee

Rakesh Mallick
  • Published: Friday, 22 May 2015
  • Updated: 04 May 2017, 03:45 PM IST

Sports

Latest News

ବେରୁତ: ଇରାକ ଓ ସିରିଆରେ ନିଜର ସାମ୍ରାଜ୍ୟ ସ୍ଥାପନ ପାଇଁ ଚେଷ୍ଟା କରୁଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) ସିରିଆର ପାଲମ୍ୟାରା ସହରର ୧୭ ଜଣ ନାଗରିକଙ୍କୁ ହତ୍ୟା କରିଛି। ସିରିଆରେ ମାନବାଧିକାରୀ ଯାଞ୍ଚରେ ଲାଗିଥିବା ବ୍ରିଟେନର ଏକ ସଂସ୍ଥାର କହିବାନୁଯାୟୀ ଆଇଏସ୍ ଆତଙ୍କବାଦୀ ପ୍ରାଚୀନ ସହର ପାଲମ୍ୟାରାରେ  ସିରିଆର ସୁରକ୍ଷାବଳ ଓ  ସରକାରଙ୍କୁ ସମର୍ଥନ କରୁଥିବା ୧୭ ଜଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ମୁଣ୍ଡ କାଟି ଦେଇଥିଲେ ଆତଙ୍କୀମାନେ।

ଆଇଏସ ଆତଙ୍କବାଦୀମାନେ ଚଳିତ ସପ୍ତାହରେ ୟୁନିସ୍କୋ ଦ୍ୱରା ଐତିହ୍ୟ ସହରର ମାନ୍ୟତା ପାଇଥିବା ପାଲମ୍ୟାରାକୁ କବଜା କରିଥିଲେ । ଏହି ପ୍ରାଚୀନ ସହରଟିକୁ କବଜା କରିବା ପରଠାରୁ ଆଇଏସ ଆତଙ୍କୀମାନେ ୫୦ ଜଣଙ୍କୁ ହତ୍ୟା କରି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story