ସିରିଆର ଐତିହାସିକ ’ପାଲମ୍ୟାର’ ସହରକୁ କବଜା କଲା ଆଇଏସ୍

ପାଲମ୍ୟାରା: ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ସିରିଆର ପାଲମ୍ୟାରାକୁ କବଜା କରିଛନ୍ତି। ପାଲମ୍ୟାରା ଏକ ପ୍ରାଚୀନ ସହର ଯାହା ୟୁନିସ୍କୋର ବିଶ୍ୱ ଐତିହ୍ୟ ମାନଚିତ୍ରରେ ସାମିଲ ହୋଇଛି । ସିରିଆର ସରକାରୀ ଟିଭି ଅନୁସାରେ,ସରକାରୀ ସୁରକ୍ଷାବଳକୁ ପାଲମ୍ୟାରା ଠାରୁ ହଟାଇ ଦିଆଯିବା ସହ ସହରକୁ ଖାଲି କରିଦିଆଯାଇଛି । ସିରିଆ ଗୃହମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଐତିହାସିକ ସ୍ଥଳୀକୁ ନିଜ କବଜାକୁ ନେବକୁ ଉଦ୍ୟମ କରୁଛନ୍ତି । ଆଇଏସ୍ ଆତଙ୍କବାଦୀମାନେ ଲଡାକେ ସହରର ଦକ୍ଷିଣରେ ଥିବା ଐତିହାସିକ […]

palmyar

palmyar

Rakesh Mallick
  • Published: Thursday, 21 May 2015
  • Updated: 04 May 2017, 03:45 PM IST

Sports

Latest News

ପାଲମ୍ୟାରା: ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ସିରିଆର ପାଲମ୍ୟାରାକୁ କବଜା କରିଛନ୍ତି। ପାଲମ୍ୟାରା ଏକ ପ୍ରାଚୀନ ସହର ଯାହା ୟୁନିସ୍କୋର ବିଶ୍ୱ ଐତିହ୍ୟ ମାନଚିତ୍ରରେ ସାମିଲ ହୋଇଛି । ସିରିଆର ସରକାରୀ ଟିଭି ଅନୁସାରେ,ସରକାରୀ ସୁରକ୍ଷାବଳକୁ ପାଲମ୍ୟାରା ଠାରୁ ହଟାଇ ଦିଆଯିବା ସହ ସହରକୁ ଖାଲି କରିଦିଆଯାଇଛି । ସିରିଆ ଗୃହମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ଐତିହାସିକ ସ୍ଥଳୀକୁ ନିଜ କବଜାକୁ ନେବକୁ ଉଦ୍ୟମ କରୁଛନ୍ତି । ଆଇଏସ୍ ଆତଙ୍କବାଦୀମାନେ ଲଡାକେ ସହରର ଦକ୍ଷିଣରେ ଥିବା ଐତିହାସିକ ସ୍ଥଳୀକୁ ଦଖଲ କରିବାକୁ ଉଦ୍ୟମ କରୁଛନ୍ତି। ୟୁନିସ୍କୋର କହିବା ଅନୁସାରେ ପାଲମ୍ୟାରାରେ ପ୍ରାଚୀନ ଭଗ୍ନାବିଶେଷ ରହିଛି ଯାହା ସଂସ୍କୃତିକୁ ବଞ୍ଚାଇ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story