ବେରୁତ: ସିରିଆର କୁର୍ଦ ସେନା ଓ ଆମେରିକା ନେତୃତ୍ୱରେ ଉତ୍ତର- ପୂର୍ବ ଅଞ୍ଚଳ ଅଲ୍-ହସାକାରେ କରାଯାଇଥିବା ବିମାନ ଆକ୍ରମଣରେ ଇସଲାମିକ୍ ଷ୍ଟେଟର ୧୭୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କୁର୍ଦ ଅଧିକାରୀ ମଙ୍ଗଳବାର ଏଇ ସୂଚନା ଦେଇଛନ୍ତି । ଏପଟେ ସର୍ରିନ୍ ଅବଜରଭେଟିକ୍ ଫର୍ ହ୍ୟୁମାନ୍ ରାଇଟସ୍ କହିବାନୁଯାୟୀ ବିମାନ ଆକ୍ରମଣରେ ଅନେକ ଜିହାଦୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ତେଲ ତାମର ସହର ସୀମାନ୍ତ ଅଞ୍ଚଳରେ ଘଟିଛି । ଏଠାରେ ଆଇଏସ୍ ଆତଙ୍କବାଦୀ ଫେବୃଆରୀ ଠାରୁ କୁର୍ଦ ଓ ତାଙ୍କ ସହଯୋଗୀଙ୍କ ସହ ସଂଘର୍ଷ କରୁଥିଲେ । କୁର୍ଦ ସେନା ମଙ୍ଗଳବାର ତେଲ ତମାରର ଦକ୍ଷିଣ ତଲାନ୍ ସହରରକୁ କବଜା କରିଥିଲେ । ତେଲ ତାମରା ଦକ୍ଷିଣରେ ଥିବା ଅନେକ ଗାଁ ଏବେ ବି ଆଇଏସ୍ କବଜା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।