ଚିଟ୍‌ଫଣ୍ଡ ସ୍କାମ: ଆଇଏଏସ ଅଫିସର ଗିରଫ

ହାଇଦ୍ରାବାଦ: ଆଇଏମଏ ଚିଟ୍‌ଫଣ୍ଡ ସ୍କାମ ମାମଲାରେ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସ୍‌ଆଇଟି) ଆଜି ବେଙ୍ଗାଲୁରୁ ଅର୍ବାନ ଡିଷ୍ଟ୍ରିକ୍ଟ ଡେପୁଟି କମିଶନର ବିଜୟ ଶଙ୍କରଙ୍କୁ ଗିରଫ କରିଛି। ସେ ଆଇଏମଏ କମ୍ପାନୀକୁ କ୍ଲିନ୍‌ଚିଟ୍‌ ଦେବା ପାଇଁ ବଡ଼ ପରିମାଣର ଲାଞ୍ଚ ନେଇଥିବା ଜଣାପଡ଼ିଛି। ଏହି ଚିଟ୍‌ଫଣ୍ଡ ସ୍କାମର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମନସୁର ଖାନ୍‌ ନିକଟରେ ଦୁବାଇରୁ ଏକ ଭିଡିଓ ଜାରି କରିଥିଲା। ଏଥିରେ ସେ ଆଇଏଏସ୍‌ ବିଜୟ ଶଙ୍କରଙ୍କୁ କେମିତି ଟଙ୍କା ଦେଇ ଆରବିଆଇଠାରୁ କ୍ଲିନ୍‌ଚିଟ୍‌ […]

sq

sq

Hemant Lenka
  • Published: Monday, 08 July 2019
  • Updated: 08 July 2019, 09:06 PM IST

Sports

Latest News

ହାଇଦ୍ରାବାଦ: ଆଇଏମଏ ଚିଟ୍‌ଫଣ୍ଡ ସ୍କାମ ମାମଲାରେ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସ୍‌ଆଇଟି) ଆଜି ବେଙ୍ଗାଲୁରୁ ଅର୍ବାନ ଡିଷ୍ଟ୍ରିକ୍ଟ ଡେପୁଟି କମିଶନର ବିଜୟ ଶଙ୍କରଙ୍କୁ ଗିରଫ କରିଛି। ସେ ଆଇଏମଏ କମ୍ପାନୀକୁ କ୍ଲିନ୍‌ଚିଟ୍‌ ଦେବା ପାଇଁ ବଡ଼ ପରିମାଣର ଲାଞ୍ଚ ନେଇଥିବା ଜଣାପଡ଼ିଛି।

ଏହି ଚିଟ୍‌ଫଣ୍ଡ ସ୍କାମର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମନସୁର ଖାନ୍‌ ନିକଟରେ ଦୁବାଇରୁ ଏକ ଭିଡିଓ ଜାରି କରିଥିଲା। ଏଥିରେ ସେ ଆଇଏଏସ୍‌ ବିଜୟ ଶଙ୍କରଙ୍କୁ କେମିତି ଟଙ୍କା ଦେଇ ଆରବିଆଇଠାରୁ କ୍ଲିନ୍‌ଚିଟ୍‌ ଫାଇଥିଲା, ତା'ର ଖୁଲାସା କରିଥିଲା।

ଏହାପରେ ଏସ୍‌ଆଇଟି ପକ୍ଷରୁ ବିଜୟ ଶଙ୍କରଙ୍କୁ ଜେରା ପାଇଁ ଡକା ଯାଇଥିଲା। ଜେରା ବେଳେ ତାଙ୍କ କଥାରେ ତାଳମେଳ ନ ରହିବାରୁ ଏସ୍‌ଆଇଟି ତାଙ୍କୁ ଗିରଫ କରିଛି।

ଏହାପୂର୍ବରୁ ଏସ୍‌ଆଇଟି ବେଙ୍ଗାଲୁରୁ ଅର୍ବାନ ଡିଷ୍ଟ୍ରିକ୍ଟ ଆସିସ୍‌ଷ୍ଟାଣ୍ଟ କମିଶନର ନାଗରାଜ ଓ ଭିଲେଜ ଆକାଉଣ୍ଟାଣ୍ଟ ମଞ୍ଜୁନାଥଙ୍କୁ ଏସ୍‌ଆଇଟି ଗିରଫ କରିଥିଲା। ଉଭୟ ଏବେ ଏସ୍‌ଆଇଟି ହେଫାଜତରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story