'ବିଜେପିର ଅସଲ ଚରିତ୍ର, ମୋଦି ସରକାରର ଅସଲ ଚେହେରା'

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ପଛରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବ ଆଦି ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସର ‘ସପ୍ଲିମେଣ୍ଟାରୀ ଚାର୍ଜସିଟ’ରୁ ଏହା ଜଣାପଡ଼ିଛି। ତେବେ ଏହାକୁ ଗ୍ରହଣ କରିପାରି ନାହାନ୍ତି ସିପିଏମ ମହାସଚିବ ସୀତାରାମ ୟେଚୁରୀ। “ଚାର୍ଜସିଟ ହେଉଛି ବିଜେପିର ଚରିତ୍ର, ମେ୍ାଦି ସରକାରର ଅସଲ ଚେହେରା। ଦିଲ୍ଲୀ ପୁଲିସ କେନ୍ଦ୍ର ସରକାର ଦ୍ୱାରା ପରିଚାଳିତ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ରହିଛି ପୁଲିସ ବିଭାଗ। ମନ୍ତ୍ରାଳୟର ମୁଖିଆ ବିଜେପିର ବରିଷ୍ଠ […]

sitaram-yogendra

sitaram-yogendra

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 12:21 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ପଛରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବ ଆଦି ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସର 'ସପ୍ଲିମେଣ୍ଟାରୀ ଚାର୍ଜସିଟ'ରୁ ଏହା ଜଣାପଡ଼ିଛି। ତେବେ ଏହାକୁ ଗ୍ରହଣ କରିପାରି ନାହାନ୍ତି ସିପିଏମ ମହାସଚିବ ସୀତାରାମ ୟେଚୁରୀ। "ଚାର୍ଜସିଟ ହେଉଛି ବିଜେପିର ଚରିତ୍ର, ମେ୍ାଦି ସରକାରର ଅସଲ ଚେହେରା। ଦିଲ୍ଲୀ ପୁଲିସ କେନ୍ଦ୍ର ସରକାର ଦ୍ୱାରା ପରିଚାଳିତ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ରହିଛି ପୁଲିସ ବିଭାଗ। ମନ୍ତ୍ରାଳୟର ମୁଖିଆ ବିଜେପିର ବରିଷ୍ଠ ନେତା" ବୋଲି କହି କେନ୍ଦ୍ର ସରକାରକୁ ଘେରିଛନ୍ତି ସୀତାରମ।

ସେ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି, ନରେନ୍ଦ୍ର ମୋଦି ସରକାର ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ସରକାରୀ କଳର ଅପବ୍ୟବହାର କରୁଛନ୍ତି। ଶାସକ ଦଳ ବିଜେପିର ଏଭଳି୍ କାମ କେବେ ବି ସିଏଏ ଆଇନକୁ ବିରୋଧ କରିବାରୁ ରୋକି ପାରିବ ନାହିଁ।

https://twitter.com/SitaramYechury/status/1304785443817283585

ବିଜେପିର ଏଭଳି ଧମକ ସିଏଏ ଭଳି ଭେଦଭାବକାରୀ ଆଇନକୁ ବିରୋଧ କରିବା ପାଇଁ ରୋକିପାରିବ ନାହିଁ। ଧର୍ମ, ଜାତି, ବର୍ଣ୍ଣ, ଅଞ୍ଚଳ, ଲିଙ୍ଗ ଏବଂ ରାଜନୀତିକ ସମ୍ପୃକ୍ତି ନିର୍ବିଶେଷରେ ସମସ୍ତେ ଭାରତୀୟ। ସମସ୍ତେ ସମାନ, ସମସ୍ତଙ୍କର କହିବାର ଅଧୀକାର ରହିଛି। ଏହା ଆମର ଅଧିକାର ନୁହେଁ ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

ଦଙ୍ଗା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବରେ ସିପିଆଇ (ଏମ୍) ମହାସଚିବ ସୀତାରାମ ୟେଚୁରୀ, ସ୍ୱରାଜ ଅଭିଆନ୍ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟନ୍ତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦଙ୍କ ନାମ ଦାଖଲ କରିଛି। ସେହିପରି ସହ ଷଡ଼ଯନ୍ତ୍ରକାରୀ ଭାବରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ରାହୁଲ ରୟଙ୍କ ନାମିତ କରିଛି। ଦିଲ୍ଲୀ ପୁଲିସର ଏହି ଚାର୍ଜସିଟ୍ ସାମ୍ନାକୁ ଆସିବା ପରେ 'ଅର୍ବାନ ନକ୍ସଲ'ର ନାରା ପୁଣି ଥରେ ସାମ୍ନାକୁ ଆସିଛି।

ସିଏଏ-ଏନଆରସିକୁ ମୁସଲିମ ବିରୋଧୀ ବୋଲି କହି ଫେବୃଆରୀର ଏହି ଦଙ୍ଗା ହୋଇଥିଲା। ଏହି ଦଙ୍ଗା ମାମଲାରେ କେନ୍ଦ୍ର ସରକାର ଅନେକ ସମାଲୋଚନାର ଶିକାର ହୋଇଥିଲେ। କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଚାର୍ଜସିଟରେ ଦାଖଲ ହୋଇଥିବା ବ୍ୟକ୍ତିମାନେ ପ୍ରବର୍ତ୍ତାଇଥିଲେ ବୋଲି ଦିଲ୍ଲୀ ପୁଲିସର ଚାର୍ଜସିଟରୁ ଜଣାପଡ଼ିଛି।

ଚାର୍ଜସିଟରେ ଦର୍ଶାଯାଇଛି ଯେ ୟେଚୁରୀ ଏବଂ ଯୋଗେନ୍ଦ୍ର ଯାଦବଙ୍କ ବ୍ୟତୀତ ଫାତିମାଙ୍କ ବିବୃତ୍ତିରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର, ୟୁନାଇଟେଡ୍ ଆଣ୍ଟି ହେଟ୍ କାର୍ଯ୍ୟକର୍ତ୍ତା ଓମାର ଖାଲିଦ ଏବଂ ପୂର୍ବତନ ବିଧାୟକ ମାଟିନ୍ ଅହମ୍ମଦ ଏବଂ ବିଧାୟକ ଅମାନତୁଲ୍ଲା ଖାନଙ୍କ ନାମ ମଧ୍ୟ ରହିଛି। ଏମାନଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି ପୁଲିସ। ଏମାନେ ହିଂସା ଷଡଯନ୍ତ୍ରକାରୀଙ୍କ ପାଇଁ ସହଯୋଗ କରୁଥିଲେ ବୋଲି କୁହାଯାଇଛି। ପୁଲିସ ଦାବି କରିଛି ଯେ ଫାତିମା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ତାଙ୍କୁ 'ଭାରତ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ' ଏକ ପ୍ରଦର୍ଶନ କରିବାକୁ କୁହାଯାଇଛି।

ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଦିଲ୍ଲୀର ଉତ୍ତର ପୂର୍ବ ଜିଲ୍ଲାରେ ଏହି ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୮୧ ଜଣ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ୯୧ ଜଣ ଗୁଳି ବାଜିବାରୁ ଆହତ ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି। ଚାର୍ଜସିଟରେ ଦାଖଲ ହୋଇଥିବା ତିନି ଛାତ୍ରଙ୍କ ବୟାନ ଆଧାରରେ ପୁଲିସ ଅନ୍ୟ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇଛି।

ତିନି ଛାତ୍ର ହେଲେ ଜେଏନୟୁ ଛାତ୍ର ଦେବଙ୍ଗନା କାଲିଟା, ଜାମିଆ ମିଲିଆ ଇସଲାମିଆର ଛାତ୍ର ନତାଶା ନରୱାଲ ଏବଂ ଗୁଲଫିଶା ଫାତିମା ମଧ୍ୟ ପିଞ୍ଜରା ତୋଡର ସଦସ୍ୟ। ଏହି ତିନି ଦିଲ୍ଲୀ ଜାଫରବାଦ ହିଂସା ମାମଲାରେ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି। ଫେବୃଆରରୀ ହୋଇଥିବା ଏହି ଦଙ୍ଗା ଜେଏନୟୁରୁ ଆରମ୍ଭ ହୋଇ ଉତ୍ତର-ପୂର୍ବ ଦିଲ୍ଲୀର ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା।

ମୋସୁମୀ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ସାର୍ବଜନୀନ ହୋଇଥିବା ଚାର୍ଜସିଟରେ ଦିଲ୍ଲୀ ପୁଲିସ ଦାବି କରିଛି ଯେ କଳିତା ଏବଂ ନରୱାଲ କେବଳ ଏହି ଦଙ୍ଗାରେ ସମ୍ପୃକ୍ତ ଥିବା କଥା ସ୍ୱୀକାର କରିନାହାନ୍ତି ବରଂ ସେମାନଙ୍କୁ ପ୍ରବର୍ତ୍ତାଇଥିବା ଘୋଷ, ଅପୂର୍ବାନନ୍ଦ ଏବଂ ରୟଙ୍କ ନାମ ମଧ୍ୟ କହିଛନ୍ତି। ସଂଶୋଧିତ ନାଗରିକତା ଅଧିନିୟମ (ସିଏଏ) ବିରୋଧରେ ବିରୋଧ କରିବା ପାଇଁ ସମସ୍ତ ପ୍ରକାର ରଣନୀତି ଆପଣାଇବାକୁ ଏମାନେ ଛାତ୍ରମାନଙ୍କୁ କହିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story