ବ୍ୟାଙ୍କିଂ କ୍ଷେତ୍ରରେ ଆସିବ ବୈପ୍ଲବିକ ପରିବର୍ତ୍ତନ: ବଡ଼ ବ୍ୟାଙ୍କରେ ମିଶିବ ଛୋଟ ବ୍ୟାଙ୍କ

ଦେଶରେ ଥିବା ଛୋଟଛୋଟ ସରକାରୀ ବ୍ୟାଙ୍କକୁ ଏସ୍‌ବିଆଇ ଭଳି ରାଷ୍ଟ୍ରାୟତ ବ୍ୟାଙ୍କରେ ମିଶ୍ରଣ ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଥିସହ ଦେଶରେ କିଛି ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି। ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ପାଞ୍ଚଟି ସହଯୋଗୀ ବ୍ୟାଙ୍କର ମିଶ୍ରଣ ହୋଇସାରିଛି। ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ଛୋଟ ବ୍ୟାଙ୍କକୁ ଦେଶରେ ଥିବା ବଡ଼ ବ୍ୟାଙ୍କ ସହ ମିଶେଇ ଦିଆଯିବ। ଯଦି ଏପରି ହୁଏ ଛୋଟ ବ୍ୟାଙ୍କରେ […]

bank 11

bank 11

Rakesh Mallick
  • Published: Friday, 23 June 2017
  • Updated: 23 June 2017, 08:48 PM IST

Sports

Latest News

ଦେଶରେ ଥିବା ଛୋଟଛୋଟ ସରକାରୀ ବ୍ୟାଙ୍କକୁ ଏସ୍‌ବିଆଇ ଭଳି ରାଷ୍ଟ୍ରାୟତ ବ୍ୟାଙ୍କରେ ମିଶ୍ରଣ ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଥିସହ ଦେଶରେ କିଛି ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଛି। ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ପାଞ୍ଚଟି ସହଯୋଗୀ ବ୍ୟାଙ୍କର ମିଶ୍ରଣ ହୋଇସାରିଛି।

ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ଛୋଟ ବ୍ୟାଙ୍କକୁ ଦେଶରେ ଥିବା ବଡ଼ ବ୍ୟାଙ୍କ ସହ ମିଶେଇ ଦିଆଯିବ। ଯଦି ଏପରି ହୁଏ ଛୋଟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କର ଏଟିଏମ୍ ଓ ଚେକ୍‌ବୁକରେ ନାମ ପରିବର୍ତ୍ତନ ହୋଇ ନୂଆ ବ୍ୟାଙ୍କ ନାଁରେ ଆସିବ।

କେଉଁ ସବୁ ବ୍ୟାଙ୍କର ବିଲୟ ଘଟିବ

ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପଞ୍ଜ।ବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ, ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ, ୟୁନାଇଟେଡ଼ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିଲୟ ଘଟିବ। ଏହା ଭିତରୁ ଛୋଟ ବ୍ୟାଙ୍କ ଗୁଡିକୁ ବଡ଼ ବ୍ୟାଙ୍କରେ ମିଶେଇ ଦେବାକୁ ଚିନ୍ତା କରୁଛନ୍ତି ସରକାର। ଏହାଦ୍ୱାରା ବ୍ୟାକିଂ କ୍ଷେତ୍ରରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇପାରିବ। ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କ ସହ ଅନ୍ୟ ଛୋଟ ବ୍ୟାଙ୍କର ମିଶ୍ରଣ ହୋଇସାରିଛି। ଫଳରେ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ୫୦ଟି ବ୍ୟାଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ସ୍ଥାନ ପାଇଛି।

ତେବେ ଛୋଟ ବ୍ୟାଙ୍କର ଆକାଉଣ୍ଟ ହୋଲଡର ଏଥିରେ ଆଦୌ ଭୟ କରନ୍ତୁ ନାହିଁ। ବ୍ୟାଙ୍କ ସହ ବ୍ୟାଙ୍କର ମିଶ୍ରଣ ହେବା ଦ୍ୱାରା ସେମାନଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। କେବଳ ଖାତାଧାରୀଙ୍କୁ ନୂଆ ବ୍ୟାଙ୍କ ଯାଇ KYC (Know your customer) ଫର୍ମ ପୂରଣ କରି ଆବେଦନ କରିବାକୁ ହେବ। ଏହାଦ୍ୱାରା ଏଟିଏମ୍ ଓ ପାସବୁକ୍ ଅପଡେଟ ହୋଇଯିବ। ବ୍ୟାଙ୍କର ମିଶ୍ରଣ ଫଳରେ ଲୋନ୍ କ୍ଷେତ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଯଦି ଆପଣ ପୂର୍ବ ଆକାଉଣ୍ଟ ଥିବା ବ୍ୟାଙ୍କରୁ ଋଣ ଆଣିଥିବେ ତେବେ ସେହି ବ୍ୟାଙ୍କର ସୁଧହାର ଯାହା ଥିବ ତଦନୁଯାୟୀ ଆପଣଙ୍କୁ ସୁଧ ଦେବାକୁ ପଡିବ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁଯାୟୀ ଭାରତରେ ୫ରୁ ୬ଟି ବିଶ୍ୱସ୍ତରୀୟ ବ୍ୟାଙ୍କ ଆବଶ୍ୟକ। ତେଣୁ ସରକାର ଏହି ଛୋଟ ଛୋଟ ବ୍ୟାଙ୍କକୁ ବଡ଼ ବ୍ୟାଙ୍କରେ ମିଶ୍ରଣ କରୁଛନ୍ତି। ୧ ଏପ୍ରିଲ ୨୦୧୮ ସୁଦ୍ଧା ସରକାର ପ୍ରଥମ ପର୍ଯ୍ୟାୟରେ ଆହ୍ଲାବାଦ ବ୍ୟାଙ୍କକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଡିସେମ୍ୱର ୨୦୧୭ ସୁଦ୍ଧା ବିଲୟ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story