କରୋନାରେ ଆକ୍ରାନ୍ତ ହେଲେ ଜଣେ ଯବାନ

ନୂଆଦିଲ୍ଲୀ: ବେକାବୁ ହୋଇଥିବା କରୋନା ଭାଇରସ ଏବେ ଜଣେ ଯବାନ (୩୪)ଙ୍କ ନିକଟରେ ଚିହ୍ନଟ ହୋଇଛି। ଏହି ଯବାନ ଲଦାଖର ସ୍କାଉଟରେ ନିୟୋଜିତ ରହିଥିବା ସୂଚନା ରହିଛି। କରୋନା ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଭାଉଣୀ ଏବଂ ସ୍ତ୍ରୀଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ନିକଟରେ ଯବାନଙ୍କ ବାପା ଇରାନ ଯାଇଥିଲେ। ଏହିଠାରୁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଫେବୃଆରୀ ୨୦ରେ ଆକ୍ରାନ୍ତଙ୍କ ବାପା ଇରାନ ଗସ୍ତ ସାରି ଏୟାର […]

corona ward

corona ward

Subhransu Sekhar
  • Published: Wednesday, 18 March 2020
  • Updated: 18 March 2020, 01:14 PM IST

Sports

Latest News

ନୂଆଦିଲ୍ଲୀ: ବେକାବୁ ହୋଇଥିବା କରୋନା ଭାଇରସ ଏବେ ଜଣେ ଯବାନ (୩୪)ଙ୍କ ନିକଟରେ ଚିହ୍ନଟ ହୋଇଛି। ଏହି ଯବାନ ଲଦାଖର ସ୍କାଉଟରେ ନିୟୋଜିତ ରହିଥିବା ସୂଚନା ରହିଛି। କରୋନା ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଭାଉଣୀ ଏବଂ ସ୍ତ୍ରୀଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ନିକଟରେ ଯବାନଙ୍କ ବାପା ଇରାନ ଯାଇଥିଲେ। ଏହିଠାରୁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।

ଫେବୃଆରୀ ୨୦ରେ ଆକ୍ରାନ୍ତଙ୍କ ବାପା ଇରାନ ଗସ୍ତ ସାରି ଏୟାର ଇଣ୍ଡିଆ ବିମାନରେ ଫେରିଥିଲେ। ଏହାପରେ ଫେବୃଆରୀ ୨୯ ଠାରୁ ସେ ଲଦାଖ ହାର୍ଟ ଫାଉଣ୍ଡେସନର ଆଇସୋଲେସନ ଓ୍ୱାର୍ଡରେ ଭର୍ତ୍ତି ଅଛନ୍ତି।
ବାପା ଇରାନ ଯାଇଥିବା ବେଳେ ଏହି ୩୪ ବର୍ଷୀୟ ଯବାନ ଫେବୃଆରୀ ୨୫ରୁ ଛୁଟିରେ ଥିଲେ। ମାର୍ଚ୍ଚ ୨ରେ ଯବାନ ଜଣଙ୍କ ଡ୍ୟୁଟିରେ ଯୋଗ ଦେଇଥିଲେ। ୧୬ ମାର୍ଚ୍ଚରେ ସଂପୃକ୍ତ ଯବାନଙ୍କର କରୋନା ପରୀକ୍ଷା ହୋଇଥିଲା। ଏଥିରେ ରେଜଲ୍ଟ ପଜିଟିଭ୍ ରହିଛି।

ଏହି ଯବାନଙ୍କୁ ସୋନମ ନୁରବୋ ମେମୋରିଆଲ (SNM) ହସ୍ପିଟାଲର ଆଇସୋଲେସନର ଓ୍ୱାର୍ଡରେ ରଖାଯାଇଛି। ଏସଏନଏମ ହାର୍ଟ ଫାଉଣ୍ଡେସନରେ ଯବାନଙ୍କ ଭଉଣୀ, ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ଏହାବାଦ୍ ଯବାନ ଜଣଙ୍କ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଥିବା ସୂଚନା ରହିଛି।

୧୦ ଯବାନ ମୁଖ୍ୟତଃ ଏହି ଯବାନଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କୁ ଆଇସୋଲେସନ କରି ରଖାଯାଇଛି। ଏହି ସମୟରେ ଲଦାଖ ରେଜିମେଣ୍ଟାଲ ସେଣ୍ଟରରେ ପ୍ରାୟ ଆଠ ଶହ ଜଣ ଥିଲେ। ଏହି ଆଠ ଶହ ଜଣଙ୍କ ଉପରେ ମଧ୍ୟ ନଜର ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story