ଆଫଜଲ୍‌କୁ ‘ବଳିର ବୋଦା’ କହିଲେ ଆଲିଆଙ୍କ ମା’ ସୋନି ରାଜଦାନ୍‌

ନୂଆଦିଲ୍ଲୀ: ଆତଙ୍କବାଦୀ ଆଫଜଲ୍‌ ଗୁରୁକୁ ଫାଶୀ ଦେବାନେଇ ପ୍ରଶ୍ନ ଉଠାଇ ବିବାଦରେ ଫଶିଛନ୍ତି ଆଲିଆ ଭଟ୍ଟଙ୍କ ମା ତଥା ଅଭିନେତ୍ରୀ ସୋନି ରାଜଦାନ୍‌। ୨୦୦୧ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଫଜଲକୁ ୨୦୧୩ ମସିହା ଫେବୃଆରୀରେ ଫାଶୀ ଦିଆଯାଇଥିଲା। No one is saying he is innocent. But if he was tortured and then ordered by his torturer to do what he did isn’t that […]

soni

soni

Subrat Kumar Nayak
  • Published: Tuesday, 21 January 2020
  • Updated: 21 January 2020, 04:35 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀ ଆଫଜଲ୍‌ ଗୁରୁକୁ ଫାଶୀ ଦେବାନେଇ ପ୍ରଶ୍ନ ଉଠାଇ ବିବାଦରେ ଫଶିଛନ୍ତି ଆଲିଆ ଭଟ୍ଟଙ୍କ ମା ତଥା ଅଭିନେତ୍ରୀ ସୋନି ରାଜଦାନ୍‌। ୨୦୦୧ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଫଜଲକୁ ୨୦୧୩ ମସିହା ଫେବୃଆରୀରେ ଫାଶୀ ଦିଆଯାଇଥିଲା।
https://twitter.com/Soni_Razdan/status/1219522295384944641
ତେବେ ବର୍ତ୍ତମାନ ଏହି ବିବାଦ ଆସିବାର କାରଣ ହେଉଛି ଜମ୍ମୁ-କଶ୍ମୀରର ଜଣେ ଡିଏସ୍‌ପି ଦେବିନ୍ଦର ସିଂହଙ୍କ ଗିରଫ ଘଟଣା। ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣରେ ଦେବିନ୍ଦରର ହାତ ଥିବା ନେଇ ପୂର୍ବରୁ ଆଫଜଲ୍‌ ତା’ର ଓକିଲକୁ ଚିଠି ଲେଖିଥିଲା। ଏବେ ଦେବିନ୍ଦର ଗିରଫ ହେବାପରେ ଏହି ମାମଲାକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖୁଛନ୍ତି।

ତେବେ ଏହି ଘଟଣା ପରେ ସୋନି ଆଫଜଲ୍‌ର ସମ୍ପର୍କରେ ଟ୍ୱିଟ୍‌ କରି ଲେଖିଥିଲେ, “ଏହା ନ୍ୟାୟ ବିରୋଧୀ କାର୍ଯ୍ୟ। ଯଦି ସେ ନିର୍ଦ୍ଦୋଷ, ଜଣେ ମୃତ ଲୋକକୁ କେମିତି ଫେରାଇ ଆଣିହେବ? ସେଥିପାଇଁ ମୃତ୍ୟୁଦଣ୍ଡକୁ ହାଲକାରେ ନିଆଯାଏନି। ଆଉ ସେଥିପାଇଁ ଆଫଜଲକୁ ବଳିର ବୋଦା କରାଯାଇଥିବା ନେଇ ତଦନ୍ତ ହେବାର ଆବଶ୍ୟକତା ରହିଛି।”

ସୋନିଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ପରେ ସେ କଥା ବଦଳାଇଥିଲେ। ସେ କହିଥିଲେ, କେହି କହୁନାହାନ୍ତି ସେ ସଚ୍ଚୋଟ। କିନ୍ତୁ ଯଦି ତା’କୁ ନିର୍ଯାତନା ଦିଆଯାଇଥିବ ଏବଂ ଏହି ନିର୍ଯାତନା ବଳରେ ଯାହା କରିବାକୁ କୁହାଯାଇଥିବ ସେ କରିଥିବ, ତାହାର ତଦନ୍ତ ହେବା ଆବଶ୍ୟକ। ଦେବିନ୍ଦର ନାମରେ ଆସିଥିବା ଅଭିଯୋଗକୁ କେହି କାହିଁକି ଗୁରୁତର ସହ ବିଚାର କରୁନାହାନ୍ତି, ତାହା ଠିକ ନୁହେଁ।

ଆଫଜଲ ଚିଠିରେ ଲେଖିଥିଲା ଦେବିନ୍ଦର ତା’କୁ ନିର୍ଯାତନା ଦେବାପରେ ମହମ୍ମଦ ନାମକ ଜଣେ ଆତଙ୍କବାଦୀ ସହ ପରିଚୟ କରାଇଥିଲା। ଏହାପରେ ମହମ୍ମଦକୁ ଦିଲ୍ଲୀଯାଏ ଛାଡ଼ିଦେବା ପାଇଁ ଏବଂ ଦିଲ୍ଲୀରେ ଏକ ଭଡ଼ାଘରେ ରଖାଇ ଦେବାପାଇଁ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story