୫୦ ଯୁବତୀଙ୍କୁ ଚାକିରି ଦେବେ ସୋନୁ ସୁଦ୍

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଏଥିପାଇଁ ତାଙ୍କୁ ସବୁଠି ଭୁରି ଭୁରି ପ୍ରଶଂସା କରାଯାଉଛି। ଏବେ ସୋନୁ ସୁଦ୍ ଆଉ ଏକ ମହାନ କାମ କରିବାକୁ ଯାଉଛନ୍ତି। ଏବେ ସୋନୁ ସୁଦ୍ ୫୦ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀଙ୍କର ଚାକିରି ଚାଲିଯାଇଥଲିା। ଏହାକୁ ନେଇ ଜଣେ ୟୁଜର ସୋନୁ ସୁଦଙ୍କୁ ସହାୟତାର ଗୁହାରି […]

SONU-SOOD

SONU-SOOD

Ranjit Kumar Jena
  • Published: Wednesday, 07 October 2020
  • Updated: 07 October 2020, 01:37 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଏଥିପାଇଁ ତାଙ୍କୁ ସବୁଠି ଭୁରି ଭୁରି ପ୍ରଶଂସା କରାଯାଉଛି। ଏବେ ସୋନୁ ସୁଦ୍ ଆଉ ଏକ ମହାନ କାମ କରିବାକୁ ଯାଉଛନ୍ତି। ଏବେ ସୋନୁ ସୁଦ୍ ୫୦ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀଙ୍କର ଚାକିରି ଚାଲିଯାଇଥଲିା। ଏହାକୁ ନେଇ ଜଣେ ୟୁଜର ସୋନୁ ସୁଦଙ୍କୁ ସହାୟତାର ଗୁହାରି କରିଥିଲେ। ସୋନୁ ମଧ୍ୟ ଏହି ଅନୁରୋଧ ରକ୍ଷା କରିଛନ୍ତି।

ସୋନୁଙ୍କୁ ସହାୟତାର ଗୁହାରି କରି ଜଣେ ୟୁଜର ଖାଲି ବସିଥିବା କିଛି ଯୁବତୀଙ୍କର ଫଟୋ ଶେଆର୍ କରିଛନ୍ତି। ଏହାସହ ସେ ଲେଖିଥିଲେ, ଆମେ ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ରହୁଛୁ। ଲକଡାଉନ୍ କାରଣରୁ ଆମ ଗାଁର ୫୦ଜଣ ଯୁବତୀଙ୍କର ଚାକିରି ଚାଲିଯାଇଛି। ଯେଉଁକାରଣରୁ ଆମେ ସମସ୍ତେ ଏବେ ବେକାରୀ ଅଛୁ। ଆମ ସମସ୍ତଙ୍କୁ ଚାକିରିର ବହୁତ ଆବଶ୍ୟକତା ରହିଛି। ଦୟାକରି ଆମର ସହାୟତା କରନ୍ତୁ।

ଏହାର ଜବାବରେ ସୋନୁ ଲେଖିଛନ୍ତି, ଧନବାଦରେ ଥିବା ଆମର ଏହି ୫୦ ଭଉଣୀ ସପ୍ତାହକ ଭିତରେ ଭଲ ଚାକିରି କରୁଥିବେ। ଏଥିପାଇଁ ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି। ସୋନୁଙ୍କ ଏହି ଟୁଇଟ୍ ପରେ ଖୁବ୍ ପ୍ରତିକ୍ରିୟା ଆସିଛି। କରୋନା ମହାମାରୀ ସମୟରେ ସୋନୁ ବିଭିନ୍ନ ସହରରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ନିଜର ଘରେ ପହଞ୍ଚାଇଥିଲେ। ଏଥିସହ ବିଦେଶରେ ଫସିଥିବା ଛାତ୍ରଙ୍କୁ ମଧ୍ୟ ଭାରତ ଫେରାଇ ଆଣିବା ପାଇଁ ଯୋଜନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story