ଶତ୍ରୁରାଷ୍ଟ୍ର ଉତ୍ତର କୋରିଆକୁ ସହାୟତାର ହାତ ବଢାଇଲା ଦକ୍ଷିଣ କୋରିଆ

ସୁୟଲ: ବାରମ୍ବାର ପରମାଣୁ ଅସ୍ତ୍ର ଓ ମିସାଇଲ ପରୀକ୍ଷା କରି ବିଶ୍ୱକୁ ଯୁଦ୍ଧ ଆଡକୁ ଟାଣି ନେଉଥିବା ଉତ୍ତର କୋରିଆରେ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏଠାରେ ଲୋକେ ଦିନକୁ ମୁଠେ ଭଲରେ ଖାଇବାକୁ ପାଉନାହାଁନ୍ତି। ଶିଶୁ ମୃତ୍ୟୁହାର ଚରମସୀମାରେ ପହଞ୍ଚିଛି। ଚାରିଆଡୁ ପ୍ରତିବନ୍ଧକ ଲାଗିବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଏପରି ସ୍ଥିତିରେ ନିଜର ଶତ୍ରୁ ରାଷ୍ଟ୍ର ଉତ୍ତର କୋରିଆକୁ ସହାଯୋଗର ହାତ ବଢାଇଛି ଦକ୍ଷିଣ କୋରିଆ। ଉତ୍ତର କୋରିଆକୁ ଘେରିବାକୁ ଉଦ୍ୟମ ଚଳାଥିବା […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 04:23 PM IST

Sports

Latest News

ସୁୟଲ: ବାରମ୍ବାର ପରମାଣୁ ଅସ୍ତ୍ର ଓ ମିସାଇଲ ପରୀକ୍ଷା କରି ବିଶ୍ୱକୁ ଯୁଦ୍ଧ ଆଡକୁ ଟାଣି ନେଉଥିବା ଉତ୍ତର କୋରିଆରେ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏଠାରେ ଲୋକେ ଦିନକୁ ମୁଠେ ଭଲରେ ଖାଇବାକୁ ପାଉନାହାଁନ୍ତି। ଶିଶୁ ମୃତ୍ୟୁହାର ଚରମସୀମାରେ ପହଞ୍ଚିଛି। ଚାରିଆଡୁ ପ୍ରତିବନ୍ଧକ ଲାଗିବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଏପରି ସ୍ଥିତିରେ ନିଜର ଶତ୍ରୁ ରାଷ୍ଟ୍ର ଉତ୍ତର କୋରିଆକୁ ସହାଯୋଗର ହାତ ବଢାଇଛି ଦକ୍ଷିଣ କୋରିଆ। ଉତ୍ତର କୋରିଆକୁ ଘେରିବାକୁ ଉଦ୍ୟମ ଚଳାଥିବା ଦକ୍ଷିଣ କୋରିଆ ଗୁରୁବାରକୁ ଜାତିସଂଘ ମାଧ୍ୟମରେ ଉତ୍ତର କୋରିଆକୁ ମାନବୀୟ ସହାୟତା ପାଇଁ ୮୦ ଲକ୍ଷ ଡଲାର ଦେବାକୁ ନିଷ୍ପତ୍ତି ନେଇଛି।

ରିପୋର୍ଟ ମୁତାବକ, ଆନ୍ତଃ କୋରିଆଇ ବିନିମୟ ଓ ସହଯୋଗ ସମିତିର ଏକିକରଣ ମନ୍ତ୍ରୀ ଚାଓ ମାୟୋଙ୍ଗ ଗୟୋନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ଓ ଉତ୍ତର କୋରିଆରେ ନବଜାତ ଏବଂ ପ୍ରସୂତୀଙ୍କ ପାଇଁ ଜାତିସଂଘ ଆନ୍ତରାଷ୍ଟ୍ରୀୟ ବାଲ ଆପାତ କୋଷ (UNICEF)ର ପରିଯୋଜନା ଜରିଆରେ ସହାୟତା ଦିଆଯିବାକୁ ମଞ୍ଜୁରୀ ମିଳିଛି। ସହାୟତା ରାଶିରୁ ୪୫ ଲକ୍ଷ ଡଲାର WFP କୁ ଓ ବାକି ୩୫ ଲକ୍ଷ ଡଲାର UNICEF କୁ ବଣ୍ଟନ କରାଯିବ। ଉତ୍ତର କୋରିଆ ପାଇଁ ମାନବିକ ସହାୟତାକୁ ରାଜନୀତିଠାରୁ ଅଲଗା ରଖିବାକୁ ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି।

ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଓ ସମଗ୍ର ସ୍ଥିତିକୁ ଦେଖି ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏକିକରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉତ୍ତର କୋରିଆର ବାରମ୍ବାର ପରମାଣୁ ବୋମା ଓ ମିସାଇଲ ପରୀକ୍ଷା ଯୋଗୁଁ କୋରିଆଇ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ତେଣୁ ଦକ୍ଷିଣ କୋରିଆ ଦେଉଥିବା ସହାୟତା ରାଶି ଉତ୍ତର କୋରିଆକୁ ମିଳିବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story