ରାହୁଲଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ: ୧୫ ମିନିଟ୍‌ କାଗଜ ନ ଦେଖି କୁହ

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ପ୍ରଥମ ରାଲିରେ ହିଁ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚମରାଜନାଗରରେ ଏକ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ କାଗଜ ନ ଦେଖି ରାହୁଲ ମାତ୍ର ୧୫ ମିନିଟ୍‌ ପାଇଁ ସିଦ୍ଧରମୟା ସରକାରଙ୍କ ସଫଳତା ବିଷୟରେ କୁହନ୍ତୁ। ସେ କହିଛନ୍ତି, “ମୁଁ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚ୍ୟାଲେଞ୍ଜ କରୁଛି ହିନ୍ଦୀ, ଇଂରାଜୀ କିମ୍ବା ନିଜ ମାତୃଭାଷାରେ ପେପର ନ ଦେଖି ମାତ୍ର ୧୫ ମିନିଟ୍‌ ପାଇଁ […]

_921f2ca6-4d1c-11e8-8287-628684009267

_921f2ca6-4d1c-11e8-8287-628684009267

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 05:22 PM IST

Sports

Latest News

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ପ୍ରଥମ ରାଲିରେ ହିଁ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚମରାଜନାଗରରେ ଏକ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ କାଗଜ ନ ଦେଖି ରାହୁଲ ମାତ୍ର ୧୫ ମିନିଟ୍‌ ପାଇଁ ସିଦ୍ଧରମୟା ସରକାରଙ୍କ ସଫଳତା ବିଷୟରେ କୁହନ୍ତୁ।
ସେ କହିଛନ୍ତି, "ମୁଁ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚ୍ୟାଲେଞ୍ଜ କରୁଛି ହିନ୍ଦୀ, ଇଂରାଜୀ କିମ୍ବା ନିଜ ମାତୃଭାଷାରେ ପେପର ନ ଦେଖି ମାତ୍ର ୧୫ ମିନିଟ୍‌ ପାଇଁ ନିଜ ସରକାରର ସଫଳତା ବିଷୟରେ କୁହନ୍ତୁ।"
ମୋଦି ରାହୁଲଙ୍କୁ ବ୍ୟଙ୍ଗ କରି ଆହୁରି ମଧ୍ୟ କହିଛନ୍ତି, "ସେ ୧୫ ମିନିଟ୍‌ ଭାଷଣ ଦେବା ଏକ ବହୁତ ବଡ଼ କଥା ହେବ। ମୁଁ ଯେତେବେଳେ ଏକଥା ଶୁଣିଲି ଯେ ମୁଁ ସଂସଦରେ ବସି ପାରିବି ନାହିଁ, ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସତରେ ମୁଁ କଂଗ୍ରେସ ଅଧ୍ୟକ୍ଷ ସାର୍‌ଙ୍କ ସାଙ୍ଗରେ ବସି ପାରିବି ନାହିଁ। କାରଣ ସେ ହେଲେ 'ନାମଦାର' ଆଉ ମୁଁ 'କାମଦାର'। ତାଙ୍କ ସାମ୍ନାରେ ବସିବା ପାଇଁ ମୋର କୌଣସି ଷ୍ଟାଟସ ନାହିଁ ।"
ଏପ୍ରିଲ୍‌ ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅମେଠିରେ ଏକ ସଭାରେ କହିଥିଲେ, "ମୋଦି ସଂସଦରେ ଛିଡ଼ା ହେବାକୁ ଡରିବେ, ଯଦି ତାଙ୍କ ପୂର୍ବରୁ ମୋତେ ସଂସଦରେ ରାଫେଲ୍‌ ଡିଲ୍‌ ବିଷୟରେ ୧୫ ମିନିଟ୍‌ କହିବାକୁ ସୁଯୋଗ ଦିଆଯିବ, ସେ ମୋର ଏହି ୧୫ ମିନିଟ୍‌ର ଭାଷଣକୁ ସାମ୍ନା କରିପାରିବେ ନାହିଁ।"
ତେଣୁ ଆଜି କର୍ଣ୍ଣାଟକରେ ମୋଦିଙ୍କର ମନ୍ତବ୍ୟ ରାହୁଲଙ୍କ କଥାର ଜବାବ୍‌ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story