ମୋଦିଙ୍କ ବିଜୟରେ ମୋଗଲ ଯୁବରାଜ କହିଲେ, ଭାରତ ମାତାକୀ ଜୟ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୦୧୯ ଲୋକସଭା ନିର୍ବାଚନରେ ବୃହତ୍‌ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଦିନେ ଭାରତକୁ ଶାସନ କରୁଥିବା ମୋଗଲ ରାଜବଂଶ। ଏହି ପରିବାରର ଉତ୍ତରାଧିକାରୀ ପ୍ରିନ୍ସ ୟାକୁବ୍‌ ହବୀବୁଦ୍ଦିନ୍ ଟୁକି ମୋଦିଙ୍କୁ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି। ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ଟୁକି ଏବଂ ତାଙ୍କ ପତ୍ନୀ ହମୈରା ଫତିମା […]

modi1

modi1

Jitendra Garnayak
  • Published: Saturday, 25 May 2019
  • Updated: 25 May 2019, 07:30 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୦୧୯ ଲୋକସଭା ନିର୍ବାଚନରେ ବୃହତ୍‌ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଦିନେ ଭାରତକୁ ଶାସନ କରୁଥିବା ମୋଗଲ ରାଜବଂଶ। ଏହି ପରିବାରର ଉତ୍ତରାଧିକାରୀ ପ୍ରିନ୍ସ ୟାକୁବ୍‌ ହବୀବୁଦ୍ଦିନ୍ ଟୁକି ମୋଦିଙ୍କୁ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି।

ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ଟୁକି ଏବଂ ତାଙ୍କ ପତ୍ନୀ ହମୈରା ଫତିମା ଏଥିରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଏବଂ ଏନ୍‌ଡିଏ ମେଣ୍ଟର ସମସ୍ତ ଦଳଙ୍କୁ ଆନ୍ତରିକ ଶୁଭେଚ୍ଛା। ସେ କହିଛନ୍ତି, ଲାଲକିଲ୍ଲାରୁ ମୋଦି ଲଗାତାର ପତାକା ଉତ୍ତୋଳନ କରିବା ଦେଖି ଖୁସି ଲାଗୁଛି।

ସେ ଏହି ଅବସରରେ ମୋଦିଙ୍କ ସହ ମିଶି ଲୋକଙ୍କ ପାଇଁ କାମ କରିବାକୁ ଏବଂ ଦେଶ ସେବାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ଚିଠିର ଶେଷରେ ଲେଖିଛନ୍ତି, ‘ଭାରତ ମାତାକୀ ଜୟ’।

letterପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେଇସାରିଥିବାବେଳେ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ସେ ପୁଣି ଶପଥ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story