ଗର୍ଭପାତ ସମ୍ପର୍କିତ ଆଇନର ପୁନର୍ବିଚାର ପାଇଁ ସୁପ୍ରିମ କୋର୍ଟ ରାଜି

ନୂଆଦିଲ୍ଲୀ: ଗର୍ଭପାତ ସମ୍ପର୍କିତ ଆଇନର ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜଣେ ମହିଳାଙ୍କ ଆବେଦନ ଉପରେ ଏହି ପ୍ରସଙ୍ଗରେ ଶୁକ୍ରବାର ଦିନ ଶୁଣାଣି ହେବ। ଏ ପ୍ରସଙ୍ଗରେ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ୨୪ ସପ୍ତାହର ଏହି ଗର୍ଭବତୀ ମହିଳା ଜଣଙ୍କ ଗର୍ଭପାତ ପାଇଁ ଅନୁମତି ମାଗିଛନ୍ତି। କିନ୍ତୁ ଆଇନ ଅନୁଯାୟୀ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତର ଅନୁମତି ଅଛି। ମହିଳା ଜଣକ କହିଛନ୍ତି ଯେ ଡାକ୍ତରଙ୍କ ମୁତାବକ ତାଙ୍କ […]

supreme-court

supreme-court

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 08:03 PM IST

Sports

Latest News

ନୂଆଦିଲ୍ଲୀ: ଗର୍ଭପାତ ସମ୍ପର୍କିତ ଆଇନର ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜଣେ ମହିଳାଙ୍କ ଆବେଦନ ଉପରେ ଏହି ପ୍ରସଙ୍ଗରେ ଶୁକ୍ରବାର ଦିନ ଶୁଣାଣି ହେବ। ଏ ପ୍ରସଙ୍ଗରେ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି।

୨୪ ସପ୍ତାହର ଏହି ଗର୍ଭବତୀ ମହିଳା ଜଣଙ୍କ ଗର୍ଭପାତ ପାଇଁ ଅନୁମତି ମାଗିଛନ୍ତି। କିନ୍ତୁ ଆଇନ ଅନୁଯାୟୀ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତର ଅନୁମତି ଅଛି। ମହିଳା ଜଣକ କହିଛନ୍ତି ଯେ ଡାକ୍ତରଙ୍କ ମୁତାବକ ତାଙ୍କ ଗର୍ଭରେ ବଢୁଥିବା ଭ୍ରୁଣ ସାଧାରଣ ନୁହେଁ। ପିଲାଟି ମାନସିକ ବିକାର ସହ ଜନ୍ମ ହେବାର ଆଶଙ୍କା ଅଛି।

୨୪ ସପ୍ତାହର ଭ୍ରୁଣର ଗର୍ଭପାତ ପାଇଁ ଦାବି କରିଥିବା ମହିଳାଙ୍କ ଆବେଦନ ଉପରେ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଡାକ୍ତରୀ ରିପୋର୍ଟ ଦେଖିଲା ପରେ ଏହି ମାମଲାରେ ଆଦେଶ ଦେବେ। ନିଜକୁ ବଳତ୍କାରର ଶିକାର ଦର୍ଶାଇ ମହିଳା ଜଣକ କହିଛନ୍ତି ଯେ ତାଙ୍କର ଭ୍ରୁଣ ସାଧାରଣ ନୁହେଁ। ଅନ୍ତ ସମସ୍ୟା ସହିତ ତାର ମସ୍ତିଷ୍କ ବିକଶିତ ହେଉନାହିଁ। ଜନ୍ମ ହେବା ମାତ୍ରେ ପିଲାଟିର ମୃତ୍ୟୁ ହେବାର ଆଶଙ୍କା ଅଛି। ମହିଳା ଜଣକ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତକୁ ମଞ୍ଜୁରୀ ଦେଉଥିବା ଆଇନର ପୁନର୍ବିଚାର ପାଇଁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story