ପ୍ରଶାନ୍ତ ଭୂଷଣଙ୍କ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି। କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଅଦାଲତନ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଏଯାଏ ତାଙ୍କ ବିରୋଧରେ ଦଣ୍ଡିବଧାନ କରାଯାଇ ନାହିଁ। ନିଜର ଭୁଲ ପାଇଁ ଯଦି ପ୍ରଶାନ୍ତ ଭୂଷଣ କ୍ଷମା ପ୍ରାର୍ଥନା କରିବେ, ତା’ହେଲେ ତାଙ୍କୁ କୌଣସି ପ୍ରକାରର ଦଣ୍ଡ ଦିଆଯାଇ ନ ପାରେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ହେଲେ ପ୍ରଶାନ୍ତ […]

g

g

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 07:27 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି। କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଅଦାଲତନ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଏଯାଏ ତାଙ୍କ ବିରୋଧରେ ଦଣ୍ଡିବଧାନ କରାଯାଇ ନାହିଁ। ନିଜର ଭୁଲ ପାଇଁ ଯଦି ପ୍ରଶାନ୍ତ ଭୂଷଣ କ୍ଷମା ପ୍ରାର୍ଥନା କରିବେ, ତା’ହେଲେ ତାଙ୍କୁ କୌଣସି ପ୍ରକାରର ଦଣ୍ଡ ଦିଆଯାଇ ନ ପାରେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ହେଲେ ପ୍ରଶାନ୍ତ ଭୂଷଣ ନିଜ ଜିଦ୍‌ରେ ଅଟଳ ରହି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି।

ଆଜି ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ନିଜର ପକ୍ଷ ରଖି ପ୍ରଶାନ୍ତ ଭୂଷଣଙ୍କୁ କ୍ଷମା କରି ଦିଆଯିବା ଉଚିତ ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠଙ୍କୁ ଜଣାଇଛନ୍ତି। ତେବେ ଖଣ୍ଡପୀଠ କହିଛନ୍ତି, ଜଣେ ବରିଷ୍ଠ ଆଇଜୀବୀଙ୍କ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ଯଦି ଆପଣଙ୍କ ବୟାନ କାହାକୁ ଆଘାତ ଦେଇଛି, ତା’ହେଲେ ଆପଣ କାହିଁକି କ୍ଷମା ମାଗିବେ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ପ୍ରଶାନ୍ତ ଭୂଷଣଙ୍କ ପାଇଁ ମାମଲା ଲଢ଼ୁଥିବା ରାଜୀବ ଧୱନ କହିଥିଲେ ଜଷ୍ଟିସ ମିଶ୍ର ଯେତେବେଳେ କୋଲକାତା ହାଇକୋର୍ଟରେ ଥିଲେ ସେତେବେଳେ ମମତା ବାନାର୍ଜୀ କୋର୍ଟ ଦୁର୍ନୀତି ଗ୍ରସ୍ତ ବୋଲି କହିଥିଲେ। ଜଷ୍ଟିସ ବାଗଚି ଏହାର ରାୟ ଲେଖିଥିଲେ। କିନ୍ତୁ ଜଷ୍ଟିସ ମିଶ୍ର କହିଥିଲେ ମମତା ଜଣେ ରାଜନେତା ଭାବେ ଏଭଳି ବୟାନ ଦେଇଛନ୍ତି। ଆମେ ତାଙ୍କୁ କେବେ ହେଲେ ଦଣ୍ଡିତ କରିପାରିବା ନାହିଁ। ଯଦି ମମତା ବାନାର୍ଜୀଙ୍କୁ ଛଡ଼ା ଯାଇ ପାରୁଛି, ତା’ହେଲେ ପ୍ରଶାନ୍ତ ଭୂଷଣଙ୍କୁ କାହିଁକି ନୁହେଁ? ପ୍ରଶାନ୍ତ ଭୂଷଣଙ୍କୁ ଜଣେ ସହିଦର ମାନ୍ୟତା ଦିଅନ୍ତୁ ନାହିଁ ବୋଲି ଧୱନ କହିଥିଲେ।

ଦଣ୍ଡବିଧାନ ପୂର୍ବରୁ କ୍ଷମା ମାଗିବା ପାଇଁ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ୩୦ ମିନିଟ ସମୟ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ମଧ୍ୟ କ୍ଷମା କରିଦେବାକୁ କହିବା ପରେ ପୁଣିଥରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ସମୟ ଦେଇଥିଲେ। ଭେନୁଗୋପାଳ କହିଥିଲେ, ଭୂଷଣ ନିଜର ସମସ୍ତ ବୟାନ ପ୍ରତ୍ୟାହାର କରିବା ସହ ଦୁଃଖ ପ୍ରକାଶ କରିବା ଉଚିତ। ତଥାପି ପ୍ରଶାନ୍ତ ଭୂଷଣ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story