ହେଲ୍‌ମେଟ୍‌ ପିନ୍ଧି ଗଣେଶ ପୂଜା କଲେ ଶ୍ରଦ୍ଧାଳୁ

ସୁରତ: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଅଜବ ଅଜବ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି। ଦିଲ୍ଲୀରେ ଜଣେ ନିଜ ବାଇକ୍‌ ପୋଡ଼ିବାକୁ ମଧ୍ୟ ପଛାଇଲେ ନାହିଁ। କିନ୍ତୁ ଗୁଜରାଟରୁ ଟିକେ ନିଆରା ଖବର ଆସିଛି। ଏଠାକାର କିଛି ଶ୍ରଦ୍ଧାଳୁ ହେଲମେଟ୍‌ ପିନ୍ଧି ବିଘ୍ନ ନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ସେମାନେ ଏଭଳି ଅଭିନବ ଉପାୟରେ ଲୋକଙ୍କୁ ଟ୍ରାଫିକ୍‌ ନିୟମ ବାବଦରେ ସଚେତନ କରିବାର ପ୍ରୟାସ କରିଛନ୍ତି। ଗୁଜରାଟର ସୁରତ ବାସିନ୍ଦା ଏହି ଶ୍ରଦ୍ଧାଳୁମାନେ […]

ganesh

ganesh

Subrat Kumar Nayak
  • Published: Thursday, 12 September 2019
  • Updated: 12 September 2019, 10:39 PM IST

ସୁରତ: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଅଜବ ଅଜବ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି। ଦିଲ୍ଲୀରେ ଜଣେ ନିଜ ବାଇକ୍‌ ପୋଡ଼ିବାକୁ ମଧ୍ୟ ପଛାଇଲେ ନାହିଁ। କିନ୍ତୁ ଗୁଜରାଟରୁ ଟିକେ ନିଆରା ଖବର ଆସିଛି। ଏଠାକାର କିଛି ଶ୍ରଦ୍ଧାଳୁ ହେଲମେଟ୍‌ ପିନ୍ଧି ବିଘ୍ନ ନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ସେମାନେ ଏଭଳି ଅଭିନବ ଉପାୟରେ ଲୋକଙ୍କୁ ଟ୍ରାଫିକ୍‌ ନିୟମ ବାବଦରେ ସଚେତନ କରିବାର ପ୍ରୟାସ କରିଛନ୍ତି।

ଗୁଜରାଟର ସୁରତ ବାସିନ୍ଦା ଏହି ଶ୍ରଦ୍ଧାଳୁମାନେ ଗଣେଶଙ୍କ ଭସାଣୀ ପୂର୍ବରୁ ଏଭଳି ଶୈଳୀରେ ବିଦାୟ ଜଣାଇଛନ୍ତି। ଏହି ପଦକ୍ଷେପ ନେଇ ସେମାନେ ଜଣାଇବାକୁ ଚାହିଁଛନ୍ତି, ସମସ୍ତେ ବାଇକ୍‌ ଚଲାଇବା ସମୟରେ ହେଲମେଟ୍‌ ପିନ୍ଧିବା ତାହାଲେ ଯାଇ ସୁରକ୍ଷିତ ରହିବା।

କୁସୁମ୍‌ କୋଠାରୀ ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିବା ଅନୁଯାୟୀ, ଆମେ ଗଣେଶଙ୍କୁ ପ୍ରାର୍ଥନା କରୁଛୁ ସେ ଆମକୁ ସୁରକ୍ଷା ଦିଅନ୍ତୁ। ତେଣୁ, ଆମେ ସମସ୍ତେ ବାଇକ୍‌ ଚଲାଇବା ସମୟରେ ହେଲମେଟ୍‌ ପୌଣସି ଅଘଟଣକୁ ଏଡ଼ାଇବା ଉଚିତ। ସୂଚନାଯୋଗ୍ୟ ଯେ, ଗତ ୨ ଦିନ ତଳେ ଗୁଜରାଟ ସରକାର ଜୋରିମାନାର ପରିମାଣ ହ୍ରାସ କରିଛନ୍ତି। ହେଲମେଟ୍‌ ନ ପିନ୍ଧିଲେ ଏଠାରେ ୧୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦେବାକୁ ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story