ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜରକୁ ଜେରା

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ସେଠୀଙ୍କୁ ଜେରା କରିଛି ମୁମ୍ୱାଇ ପୁଲିସ। ପାଖାପାଖି ୫ ଘଣ୍ଟା ଧରି ମୁମ୍ୱାଇର ବାନ୍ଦ୍ରା ପୁଲିସ ତାଙ୍କୁ ଜେରା କରିଥିବା ସୂଚନା। ରେଶମା ଜଣେ ଆଗଧାଡ଼ିର ମ୍ୟାନେଜର ଭାବରେ ଜଣାଶୁଣା। ୨୦୧୦ରୁ ସଲମାନଙ୍କ ମ୍ୟାନେଜର ଭାବରେ ରେଶମା ଯୋଗ ଦେଇଥିଲେ। ୨୦୧୮ରେ ସେ ସଲମାନଙ୍କ ସହ ତାଙ୍କର କଣ୍ଟ୍ରାକ୍ଟ ଶେଷ କରିଥିଲେ୍। ଏବେ ସେ ଅକ୍ଷୟ କୁମାରଙ୍କ ମ୍ୟାନେଜର […]

Reshma Shetty

Reshma Shetty

Subhransu Sekhar
  • Published: Saturday, 11 July 2020
  • Updated: 12 July 2020, 03:18 PM IST

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ସେଠୀଙ୍କୁ ଜେରା କରିଛି ମୁମ୍ୱାଇ ପୁଲିସ। ପାଖାପାଖି ୫ ଘଣ୍ଟା ଧରି ମୁମ୍ୱାଇର ବାନ୍ଦ୍ରା ପୁଲିସ ତାଙ୍କୁ ଜେରା କରିଥିବା ସୂଚନା। ରେଶମା ଜଣେ ଆଗଧାଡ଼ିର ମ୍ୟାନେଜର ଭାବରେ ଜଣାଶୁଣା।

୨୦୧୦ରୁ ସଲମାନଙ୍କ ମ୍ୟାନେଜର ଭାବରେ ରେଶମା ଯୋଗ ଦେଇଥିଲେ। ୨୦୧୮ରେ ସେ ସଲମାନଙ୍କ ସହ ତାଙ୍କର କଣ୍ଟ୍ରାକ୍ଟ ଶେଷ କରିଥିଲେ୍। ଏବେ ସେ ଅକ୍ଷୟ କୁମାରଙ୍କ ମ୍ୟାନେଜର ଭାବରେ କାର୍ଯ୍ୟରତ ଅଛନ୍ତି। ଅକ୍ଷୟଙ୍କ ବ୍ୟତୀତ ଆଲିଆ ଭଟ୍ଟ ଏବଂ କାଟ୍ରିନା କ୍ୟାଫଙ୍କ ପାଇଁ ମଧ୍ୟ ରେଶମା କାମ କରୁଥିବା ସୂଚନା ରହିଛି।

ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତ ତାଙ୍କ ମୁମ୍ୱାଇ ସ୍ଥିତ ଘରେ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଏହି ଘଟଣା ପଛରେ ଅନେକ ବଲିଉଡ କଳାକାରଙ୍କ ନାମ ଆସିଛି। କରୋନ ଜୋହର, ସଲମାନ ଖାନଙ୍କ ବ୍ୟତୀତ ଅନେକ କଳାକାରଙ୍କୁ ଏହି ଆତ୍ମହତ୍ୟା ମାମଲାରେ ଯୋଡା ଯାଇଛି। ପୁଲିସ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ସାଙ୍ଗ ବ୍ୟତୀତ ଏଯାବତ ୩୫ ଜଣଙ୍କର ବୟାନ ରେକର୍ଡ କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story