ମହିଳାଙ୍କୁ ଏନ୍‌ଜିଓରେ ଚାକିରି କରିବା ମନା

କାବୁଲ: ଆଫ୍‌ଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ପୁଣି ମହିଳାଙ୍କ ସ୍ୱାଧୀନତାକୁ ଧ୍ୱଂସ କରିବାକୁ ଆଉ ଗୋଟିଏ ପଦକ୍ଷେପ ନେଇଛି। ଚାକିରି କରିଥିବା ମହିଳାମାନଙ୍କୁ କାମରୁ ବିଦା ବା ନିଷେଧ କରିବାକୁ ଶନିବାର ତାଲିବାନ ସରକାର ପକ୍ଷରୁ ସମସ୍ତ ଦେଶୀ ଓ ବିଦେଶୀ ଏନ୍‌ଜିଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ଥାନୀୟ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ମନ୍ତ୍ରୀ ଅବଦୁଲ ରେହମାନ ହବିବ୍ କହିଛନ୍ତି, ପରବର୍ତ୍ତି ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି […]

taliban

taliban

Niranjan Mishra
  • Published: Saturday, 24 December 2022
  • Updated: 24 December 2022, 10:46 PM IST

Sports

Latest News

କାବୁଲ: ଆଫ୍‌ଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ପୁଣି ମହିଳାଙ୍କ ସ୍ୱାଧୀନତାକୁ ଧ୍ୱଂସ କରିବାକୁ ଆଉ ଗୋଟିଏ ପଦକ୍ଷେପ ନେଇଛି। ଚାକିରି କରିଥିବା ମହିଳାମାନଙ୍କୁ କାମରୁ ବିଦା ବା ନିଷେଧ କରିବାକୁ ଶନିବାର ତାଲିବାନ ସରକାର ପକ୍ଷରୁ ସମସ୍ତ ଦେଶୀ ଓ ବିଦେଶୀ ଏନ୍‌ଜିଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ଥାନୀୟ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ବିଭାଗୀୟ ମନ୍ତ୍ରୀ ଅବଦୁଲ ରେହମାନ ହବିବ୍ କହିଛନ୍ତି, ପରବର୍ତ୍ତି ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ନିର୍ଦ୍ଦେଶ ମାନିବାକୁ କୁହାଯାଇଛି। ଇସ୍‌ଲାମିକ ଡ୍ରେସ୍ କୋର୍ଡକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ତେବେ ଏଭଳି ନିର୍ଦ୍ଦେଶନାମା କେତେ ମାତ୍ରାରେ ୟୁନାଟେଡ୍ ନେସନ୍ ଏଜେନ୍ସିକୁ ପ୍ରଭାବିତ କରୁଛି ଦେଖିବାର କଥା। କାରଣ ଏଠାରେ ୟୁଏନ୍‌ଏ ଲୋକଙ୍କ ଅଧିକାର ସୁରକ୍ଷା ନିମନ୍ତେ ନିଜର କାର୍ଯ୍ୟକଳାପ ଜାରି ରଖିଛି।

ଝିଅଙ୍କ ନିମନ୍ତେ ବିଶ୍ୱବିଦ୍ୟାଳୟରେ ପାଠପଢ଼ିବା ବ୍ୟାନ୍ କରିବାର ଦିନକ ପରେ ମହିଳାଙ୍କ ଚାକିରି ଉପରେ ଏଭଳି ବ୍ୟାନ ଲଗାଇଛି ତାଲିବାନ। ଯାହାକୁ ନେଇ ସମାଲୋଚନା ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story