ମେ’ ୧୬ରେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ନିର୍ବାଚନ, ପ୍ରଚାର ଶେଷ

ଚେନ୍ନାଇ/ଥିରୁଅନନ୍ତପୁରମ୍‌: ମେ’୧୬ରେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ପାଇଁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଓ ସିପିଆଇ(ଏମ୍) ନେତୃତ୍ୱାଧୀନ ଏଲ୍‌ଡିଏଫ୍ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଏଲ୍‌ଡିଏଫ୍ ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ବିଜେପି ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ। ଦଳ କେରଳ ବିଧାନସଭାରେ ପ୍ରଥମ ଥର ପାଇଁ ଆସନ ହାତେଇବାକୁ ଚେଷ୍ଟା କରିଛି।  […]

jayalalitha

jayalalitha

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 12:50 PM IST

Sports

Latest News

ଚେନ୍ନାଇ/ଥିରୁଅନନ୍ତପୁରମ୍‌: ମେ’୧୬ରେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି।

୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ପାଇଁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଓ ସିପିଆଇ(ଏମ୍) ନେତୃତ୍ୱାଧୀନ ଏଲ୍‌ଡିଏଫ୍ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଏଲ୍‌ଡିଏଫ୍ ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ବିଜେପି ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ। ଦଳ କେରଳ ବିଧାନସଭାରେ ପ୍ରଥମ ଥର ପାଇଁ ଆସନ ହାତେଇବାକୁ ଚେଷ୍ଟା କରିଛି।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ଏବଂ କେରଳ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡୀଙ୍କ ଉପରେ ଜବରଦସ୍ତ ଆକ୍ରମଣ କରିଥିଲେ।

ମେ’୧୬ରେ କେରଳର ୨.୬୧ କୋଟି ଭୋଟର୍ ମୋଟ ୧୨୦୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପ୍ରାର୍ଥୀଙ୍କ ମଧ୍ୟରେ ୧୦୯ ଜଣ ମହିଳା ଅଛନ୍ତି।

ତାମିଲନାଡୁରେ ନିର୍ବାଚନୀ ମୈଦାନରେ ଅଛନ୍ତି ଏଆଇଏଡିଏମ୍‌କେ, ଡିଏମ୍‌କେ ଓ କଂଗ୍ରେସ ମେଣ୍ଟ, ପିଡବ୍ଲ୍ୟୁଏଫ୍-ଡିଏମ୍‌ଡିକେ-ଟିଏମ୍‌ସି ମେଣ୍ଟ, ବିଜେପି ନେତୃତ୍ୱାଧୀନ ମେଣ୍ଟ ଓ ପିଏମ୍‌କେ। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ଆସନ ପାଇଁ ମୋଟ ୩,୭୭୬ ଜଣ ପ୍ରାର୍ଥୀ ହୋଇଛନ୍ତି। ମେ’୧୬ରେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫.୭୯ କୋଟିରୁ ଅଧିକ ଭୋଟର।

୩୦ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭା ପାଇଁ ୩୦୦ ଜଣ ପ୍ରାର୍ଥୀ ହୋଇଛନ୍ତି। ୯.୪୩ ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ମେ’୧୯ରେ ତିନୋଟି ଯାକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story