ନୂଆ ସଂସଦ ଭବନ ନିର୍ମାଣର ଟେଣ୍ଡର ହାତେଇଲା ଟାଟା

ବର୍ତ୍ତମାନର ସଂସଦ ଭବନ ୯୦ ବର୍ଷରୁ ଅଧିକ ପୁରୁଣା ସାତୋଟି କମ୍ପାନୀ ଟେଣ୍ଡର ପକାଇଥିଲେ ୨୧ ମାସ ମଧ୍ୟରେ ଶେଷ ହେବ ନୂଆ ସଂସଦ ଭବନ ନୂଆ ସଂସଦ ଭବନର ଡିଜାଇନ ତ୍ରିରଙ୍ଗା ଭଳି ରହିବ ନୂଆଦିଲ୍ଲୀ: ନୂଆ ସଂସଦର ନିର୍ମାଣ ଦାୟିତ୍ୱ ଦେଶର ଅଗ୍ରଣୀ କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ହାତକୁ ଯାଇଛି। ବୁଧବାର ଏ ନେଇ ସୂଚନା ମିଳିଛି। କମ୍ପାନୀ ୮୬୧.୯ କୋଟି ଟଙ୍କାରେ ଏହି ଚୁକ୍ତି କରିଛି। ମୋଟ୍ ସାତଟି କମ୍ପାନୀ ଏଥିପାଇଁ […]

New-Parliament-Building (1)

New-Parliament-Building (1)

Subhransu Sekhar
  • Published: Wednesday, 16 September 2020
  • Updated: 17 September 2020, 07:47 AM IST

Sports

Latest News

  • ବର୍ତ୍ତମାନର ସଂସଦ ଭବନ ୯୦ ବର୍ଷରୁ ଅଧିକ ପୁରୁଣା
  • ସାତୋଟି କମ୍ପାନୀ ଟେଣ୍ଡର ପକାଇଥିଲେ
  • ୨୧ ମାସ ମଧ୍ୟରେ ଶେଷ ହେବ ନୂଆ ସଂସଦ ଭବନ
  • ନୂଆ ସଂସଦ ଭବନର ଡିଜାଇନ ତ୍ରିରଙ୍ଗା ଭଳି ରହିବ

ନୂଆଦିଲ୍ଲୀ: ନୂଆ ସଂସଦର ନିର୍ମାଣ ଦାୟିତ୍ୱ ଦେଶର ଅଗ୍ରଣୀ କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ହାତକୁ ଯାଇଛି। ବୁଧବାର ଏ ନେଇ ସୂଚନା ମିଳିଛି। କମ୍ପାନୀ ୮୬୧.୯ କୋଟି ଟଙ୍କାରେ ଏହି ଚୁକ୍ତି କରିଛି। ମୋଟ୍ ସାତଟି କମ୍ପାନୀ ଏଥିପାଇଁ ଟେଣ୍ଡର ପକାଇଥିଲେ। ଏହି କମ୍ପାନୀଗୁଡିକ ହେଲେ ଟାଟା ପ୍ରୋଜେକ୍ଟ ଲିମିଟେଡ୍, ଲାରସେନ୍ ଆଣ୍ଡ ଟୋର୍ବୋ ଲିମିଟେଡ୍, ଆଇଟିଡି ସିମେଣ୍ଟେସନ୍ ଇଣ୍ଡିଆ ଲିମିଟେଡ୍, ଏନସିସି ଲିମିଟେଡ୍, ଶାପୁରଜୀ ପାଲୋଞ୍ଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡ୍, ଉତ୍ତରପ୍ରଦେଶ ରାଜ୍ୟ ନିର୍ମଳ ନିଗମ ଲିମିଟେଡ୍ ଏବଂ ପିଏସପି ପ୍ରୋଜେକ୍ଟ ଲିମିଟେଡ୍। କିନ୍ତୁ ଟାଟା ପ୍ରୋଜେକ୍ଟସ ନୂଆ ସଂସଦ ପାଇଁ ଟେଣ୍ଡର ହାତେଇଛି। ବର୍ତ୍ତମାନର ସଂସଦ ଭବନ ୯୦ ବର୍ଷରୁ ଅଧିକ ପୁରୁଣା।

ନୂଆ ସଂସଦ ଭବନ ନିର୍ମାଣର ଡିଜାଇନ ସେଣ୍ଟ୍ରାଲ୍ ଭିସ୍ତା ପୁନେ ବିକାଶ ପ୍ରକଳ୍ପ ଅଧୀନରେ ହେବ। ଏହା ୨୧ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ସେଣ୍ଟ୍ରାଲ୍ ପବ୍ଲିକ୍ ୱାର୍କସ୍ ବିଭାଗ (ସିପିଡବ୍ଲ୍ୟୁଡି) ଅନୁଯାୟୀ ସଂସଦ ହାଉସ୍ ଇଷ୍ଟେଟ୍ ର ପ୍ଲଟ୍ ନମ୍ବର ୧୧୮ ରେ ଏହି ନୂଆ କୋଠା ତିଆରି ହେବ। ଏହି ନୂଆ କୋଠାକୁ ଜାତୀୟ ପତାକା ତ୍ରିରଙ୍ଗା ଭାବରେ ଡିଜାଇନ୍ କରାଯିବ ବୋଲି ଜଣାପଡ଼ିଛି। ସିପିଡବ୍ଲ୍ୟୁଡି କହିଛି ଯେ ପ୍ରକଳ୍ପ କାମ ଚାଲିବା ସମୟରେ ଏବେର ସଂସଦ ଭବନରେ ସମସ୍ତ କାମ ଜାରି ରହିବ।

ଚଳିତ ମୌସୁମୀ ଅଧିବେଶନ ପରେ ଏକ ନୂଆ ଗ୍ରାଉଣ୍ଡ ଫ୍ଲୋର ଏବଂ ଦୁଇ ମହଲା ତ୍ରିରଙ୍ଗା ଆକୃତିର କୋଠା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ନୂଆ ସଂସଦ ଭବନର ଡିଜାଇନ୍ ଅନୁଯାୟୀ, ତ୍ରିକୋଣୀୟ କମ୍ପ୍ଲେକ୍ସ ବିଲ୍ଡିଂରେ ବାଚସ୍ପତି ଏବଂ ଉପରାଷ୍ଟ୍ରପତିଙ୍କ ସମେତ ଜନସାଧାରଣ, ସାଂସଦ ଏବଂ ଭିଭିଆଇପିଙ୍କ ପାଇଁ ଛଅଟି ପୃଥକ ପ୍ରବେଶ ଦ୍ୱାର ସହିତ ୧୨୦ଟି କାର୍ଯ୍ୟାଳୟ ରହିବ। ଏଥିରେ ରାଜ୍ୟସଭା ଏବଂ ଲୋକସଭା ପାଇଁ ବିସ୍ତାରିତ ଚାମ୍ବର ରହିବ। ମିଳିତ ଅଧିବେଶନ ବେଳେ ସଂସଦରେ ୧,୩୫୦ ସାଂସଦ ଯେମିତି ଏକା ସାଙ୍ଗରେ ଉପସ୍ଥିତ ରହି ପାରିବେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦଆଯାଇଛି। ସର୍ବସାଧାରଣ ଗ୍ୟାଲେରୀରେ ୩୩୬ ରୁ ଅଧିକ ଲୋକ ବସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story