ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗିରଫ

ହାଇଦ୍ରାବାଦ: ପାଠ ପଢ଼ାଇବା ନାମରେ ହାଇଦ୍ରାବାଦର ଜଣେ ୨୭ ବର୍ଷୀୟ ଶିକ୍ଷକ ପ୍ରାୟ ୧୧ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ନାବାଳିକମାନେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡ଼ିଛି। ତେଲେଙ୍ଗାନାର ୱାନାପାର୍ଟି ଜିଲ୍ଲାରେ ଶିକ୍ଷକଙ୍କର ଏହି କୁତ୍ସିତ କାରନାମା ଜଣାପଡ଼ିବା ପରେ ଦୁଷ୍କର୍ମ ଅଭିଯୋଗରେ ତେଲେଙ୍ଗାନା ପୁଲିସ ତାଙ୍କୁ ଗିରଫ କରିଛି। ଏହାପରେ ଅଭିଯୁକ୍ତକୁ ମହବୁବନଗର ଜେଲକୁ ପଠାଇଦେଇଛି। ଗୁରୁବାର ରାତିରେ ପରିବାର ଲୋକେ ପୀଡ଼ିତାଙ୍କ ପୋଷାକରେ ରକ୍ତର ଦାଗ ଦେଖିବା […]

Rape_

Rape_

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 03:39 PM IST

ହାଇଦ୍ରାବାଦ: ପାଠ ପଢ଼ାଇବା ନାମରେ ହାଇଦ୍ରାବାଦର ଜଣେ ୨୭ ବର୍ଷୀୟ ଶିକ୍ଷକ ପ୍ରାୟ ୧୧ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ନାବାଳିକମାନେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡ଼ିଛି। ତେଲେଙ୍ଗାନାର ୱାନାପାର୍ଟି ଜିଲ୍ଲାରେ ଶିକ୍ଷକଙ୍କର ଏହି କୁତ୍ସିତ କାରନାମା ଜଣାପଡ଼ିବା ପରେ ଦୁଷ୍କର୍ମ ଅଭିଯୋଗରେ ତେଲେଙ୍ଗାନା ପୁଲିସ ତାଙ୍କୁ ଗିରଫ କରିଛି। ଏହାପରେ ଅଭିଯୁକ୍ତକୁ ମହବୁବନଗର ଜେଲକୁ ପଠାଇଦେଇଛି।

ଗୁରୁବାର ରାତିରେ ପରିବାର ଲୋକେ ପୀଡ଼ିତାଙ୍କ ପୋଷାକରେ ରକ୍ତର ଦାଗ ଦେଖିବା ପରେ ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ଝିଅକୁ ପଚରାଉଚରା କରିବା ପରେ ସମସ୍ତ କଥା ଜାଣିପାରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ଏହାପରେ ଗାଁଲୋକେ ଏକାଠି ହୋଇ ସ୍କୁଲ ଉପରେ ଚଢ଼ାଉ କରିଥିଲେ। ଏହାପରେ ଶିକ୍ଷକ ଜଣଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ।

ତେବେ ପୁଲିସ ଆଗରେ ଅଭିଯୁକ୍ତ ଶିକ୍ଷକ ମଧ୍ୟ ଦୁଷ୍କର୍ମ କରିଥିବା ନେଇ ସ୍ୱୀକାର କରିଛି। ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧୧ ଜଣ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛି। ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ବୟସ ୯-୧୦ ବର୍ଷ ବୋଲି ଅଭିଯୁକ୍ତ ଜଣଙ୍କ କହିଛି। ପୀଡ଼ିତାମାନେ କିଛି ତାଙ୍କ ଟିଉସନରେ ପାଠ ପଢ଼ୁଥିଲେ ତ ଆଉ କିଛି ସ୍କୁଲରେ ପଢ଼ୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story