କ୍ଲାସରେ ପାଟି କରିବାରୁ ମୁହଁରେ ସେଲୋଟେପ୍‌ ଗୁଡ଼ାଇଦେଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ

ଗୁରଗାଓଁ: ପ୍ରି ନର୍ସରୀ ଶ୍ରେଶୀରେ ଗୃହରେ ଦିଦି ପାଠ ପଢ଼ାଉଥିବା ବେଳେ ୨ ଜଣ ଶିଶୁ ଶିକ୍ଷାର୍ଥୀ ପାଟି କରିବାର ଆରମ୍ଭ କରିଥିଲେ। ଦୁଇ ପିଲାଙ୍କୁ ବୁଝାଇବାକୁ ଦିଦି ଚେଷ୍ଟା କରିଥିଲେ ମଧ୍ୟ ସେମାନେ ପାଟି ବନ୍ଦ କରିନଥିଲେ। ଶେଷରେ ମ୍ୟାଡାମ୍ ଜଣଙ୍କ ରାଗିଯାଇ ୨ ଅବାଧ୍ୟ ପିଲାଙ୍କ ମୁହଁରେ ସେଲୋଟେପ୍‌ ଗୁଡ଼ାଇ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିଛନ୍ତି। ଏହି ଘଟଣାଟି […]

y

y

Hemant Lenka
  • Published: Saturday, 08 December 2018
  • Updated: 08 December 2018, 04:23 PM IST

Sports

Latest News

ଗୁରଗାଓଁ: ପ୍ରି ନର୍ସରୀ ଶ୍ରେଶୀରେ ଗୃହରେ ଦିଦି ପାଠ ପଢ଼ାଉଥିବା ବେଳେ ୨ ଜଣ ଶିଶୁ ଶିକ୍ଷାର୍ଥୀ ପାଟି କରିବାର ଆରମ୍ଭ କରିଥିଲେ। ଦୁଇ ପିଲାଙ୍କୁ ବୁଝାଇବାକୁ ଦିଦି ଚେଷ୍ଟା କରିଥିଲେ ମଧ୍ୟ ସେମାନେ ପାଟି ବନ୍ଦ କରିନଥିଲେ।

ଶେଷରେ ମ୍ୟାଡାମ୍ ଜଣଙ୍କ ରାଗିଯାଇ ୨ ଅବାଧ୍ୟ ପିଲାଙ୍କ ମୁହଁରେ ସେଲୋଟେପ୍‌ ଗୁଡ଼ାଇ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିଛନ୍ତି।

ଏହି ଘଟଣାଟି ଅକ୍ଟୋବର ମାସରେ ଘଟିଥିବା ବେଳେ ଘଟଣା ବେଳର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଶିକ୍ଷୟିତ୍ରୀ ଜଣଙ୍କ ପ୍ରି ନର୍ସରୀରେ ପଢ଼ୁଥିବା ୪ ବର୍ଷ ବୟସର ବାଳକ ଓ ବାଳିକାଙ୍କ ମୁହଁରେ ସେଲୋଟେପ୍‌ ଗୁଡ଼ାଉଥିବା ଦେଖିବାକୁ ମିଳିଛି।

ଏହାପରେ ପିଲା ଦୁଇଜଣଙ୍କ ବାପା ମା’ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story