ତେଲେଙ୍ଗାନାରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ମୃତ୍ୟୁ

ହାଇଦ୍ରାବାଦ: ରବିବାର ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ସୁଲତାନପୁରରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ପ୍ରଶିକ୍ଷଣ ବିମାନ ଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇ ବିମାନଟି ତଳେ ଖସିପଡ଼ିବା ପରେ ସ୍ଥାନୀୟ ଲୋକମାନେ ଆସି ମୃତକଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି। ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରକାଶ ବିଶାଲ […]

telengana tranee flight crash

telengana tranee flight crash

Subhransu Sekhar
  • Published: Sunday, 06 October 2019
  • Updated: 06 October 2019, 05:06 PM IST

Sports

Latest News

ହାଇଦ୍ରାବାଦ: ରବିବାର ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ସୁଲତାନପୁରରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ପ୍ରଶିକ୍ଷଣ ବିମାନ ଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇ ବିମାନଟି ତଳେ ଖସିପଡ଼ିବା ପରେ ସ୍ଥାନୀୟ ଲୋକମାନେ ଆସି ମୃତକଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।

ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରକାଶ ବିଶାଲ ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣଙ୍କ ମହିଳା ପାଇଲଟ ରହିଛନ୍ତି। ହେଲେ ତାଙ୍କ ନାମ ଜଣାପଡ଼ି ନାହିଁ। ବିଶାଲ ନୂଆ ନୂଆ ବିମାନ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ନେଉଥିଲା ବୋଲି ଜଣାପଡ଼ିଛି। ବିଶାଲ ବିକାରାବାଦ ଜିଲ୍ଲାର ସୁଲତାନପୁର ଗାଁ ଉପରେ ବିମାନ ଉଡ଼ାଉ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା।

ସେହିପରି ମହାରାଷ୍ଟ୍ରର ଶିରପୁରାରେ ଗତ ଶୁକ୍ରବାର ଏକ ବିମାନ ଉଡ଼ାଣ ଶିକ୍ଷାନୁଷ୍ଠାନରେ ପ୍ରଶିକ୍ଷଣ ଦିଆଯାଉଥିଲା। ବିମାନଟି ଉଡୁଥିବାବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ବିମାନରେ ଥିବା ଜଣେ ଛାତ୍ର ତଳକୁ ଡେଇଁ ପଡ଼ିବାରୁ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story