ନାଁ ବଦଳାଇଲା ଜୈଶ, ଭାରତରେ ହମ୍‌ଲା ପାଇଁ ଆତଙ୍କୀଙ୍କୁ ଦେଉଛି ତାଲିମ

ଇସ୍‌ଲାମାବାଦ: ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ନୂଆ ନାଁରେ ନିଜର କାର୍ଯ୍ୟ ଆରମ୍ଭ କରିଛି। ଜୈଶ ଏକ ଆତଙ୍କୀ ସଂଗଠନ ହୋଇଥିବାରୁ ପାକିସ୍ତାନ ଉପରେ ବିଭିନ୍ନ ଅନ୍ତର୍ଜାତୀୟ ରାଷ୍ଟ୍ର ଚାପ ସୃଷ୍ଟି କରୁଛନ୍ତି। ଅନ୍ତର୍ଜାତୀୟ ଚାପରୁ ବିର୍ତ୍ତିବା ପାଇଁ ଏବେ ଜୈଶ ନିଜର ନାଁ ବଦଳାଇ ଦେଇଛି। ଏବେ ସଂଗଠନର ନାଁ ମଜଲିସ୍‌ ଉରସା-ଇ-ଶୁହୁଦା ଜମ୍ମୁ ୱା କଶ୍ମୀର ରଖାଯାଇଛି। ପୂର୍ବରୁ ଜୈଶର ମୁଖ୍ୟ ଭାବେ ମାସୁଦ ଆଝାର କାମ କରୁଥିଲା। ହେଲେ […]

q

q

Hemant Lenka
  • Published: Tuesday, 24 September 2019
  • Updated: 24 September 2019, 03:31 PM IST

Sports

Latest News

ଇସ୍‌ଲାମାବାଦ: ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ନୂଆ ନାଁରେ ନିଜର କାର୍ଯ୍ୟ ଆରମ୍ଭ କରିଛି। ଜୈଶ ଏକ ଆତଙ୍କୀ ସଂଗଠନ ହୋଇଥିବାରୁ ପାକିସ୍ତାନ ଉପରେ ବିଭିନ୍ନ ଅନ୍ତର୍ଜାତୀୟ ରାଷ୍ଟ୍ର ଚାପ ସୃଷ୍ଟି କରୁଛନ୍ତି। ଅନ୍ତର୍ଜାତୀୟ ଚାପରୁ ବିର୍ତ୍ତିବା ପାଇଁ ଏବେ ଜୈଶ ନିଜର ନାଁ ବଦଳାଇ ଦେଇଛି। ଏବେ ସଂଗଠନର ନାଁ ମଜଲିସ୍‌ ଉରସା-ଇ-ଶୁହୁଦା ଜମ୍ମୁ ୱା କଶ୍ମୀର ରଖାଯାଇଛି।

ପୂର୍ବରୁ ଜୈଶର ମୁଖ୍ୟ ଭାବେ ମାସୁଦ ଆଝାର କାମ କରୁଥିଲା। ହେଲେ ନୂଆ ସଂଗଠନର ଦାୟିତ୍ୱ ତା’ର ଭାଇ ମୁଫତି ଅବଦୁଲ ରୌଫ ଅସଗର ନେଇଛି। ଭାରତରେ ବଡ଼ ଧରଣର ଆତ୍ମଘାତୀ ହମ୍‌ଲା କରିବାକୁ ଏହି ସଂଗଠନ ୩୦ ଜଣ ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଉଛି। ପୂର୍ବଭଳି ମଜଲିସ୍‌ ଉରସା-ଇ-ଶୁହୁଦା ଜମ୍ମୁ ୱା କଶ୍ମୀର ଆତଙ୍କୀ ସଂଗଠନ ପାକିସ୍ତାନରେ ହିଁ ନିଜର କାୟା ବିସ୍ତାର କରୁଛି।

ସୂତ୍ର ଅନୁସାରେ ଜୈଶ ମୁଖ୍ୟ ମାସୁଦ ଆଝାର ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା ହୋଇଛି। ଏବେ ସେ ବାହାବଲପୁରରେ ଥିବା ମରକାଜ ଉସମାନ ଓ ଅଲୀରେ ଚିକିତ୍ସିତ ହେଉଛି। ଜୈଶର ନାଁ ବଦଳିଥିଲେ ହେଁ ସଂଗଠନରେ ପୂର୍ବ ସଦସ୍ୟମାନେ ରହିଛନ୍ତି ଏବଂ ସେମାନେ ଭାରତ ବିରୋଧରେ ହିଁ ହମ୍‌ଲା କରିବାକୁ ଯୋଜନା କରୁଛନ୍ତି।

ଜୈଶ ଏକ ଆତଙ୍କୀ ସଂଗଠନ। ହେଲେ ପାକିସ୍ତାନରେ ଏହା ଖୁଦାମ ଉଲ ଇସଲାମ ଓ ଅଲ ରେହମତ ଟ୍ରଷ୍ଟ ନାଁରେ ପରିଚିତ ଥିଲା। ଜୈଶର ନୂଆ ଅବତାର ମଜଲିସ୍‌ ଉରସା-ଇ-ଶୁହୁଦା ଜମ୍ମୁ ୱା କଶ୍ମୀରର ପତାକା ମଧ୍ୟ ପୂର୍ବଭଳି ରହିଛି। ତେବେ ଏଥିରେ ଅଲ ଜେହାଦ ବଦଳରେ ଅଲ ଇସଲାମ ଉଲ୍ଲେଖ ରହିଛି। ଏହି ମଜଲିସ୍‌ ଉରସା-ଇ-ଶୁହୁଦା ଜାମ୍ମୁ ୱା କଶ୍ମୀର ସଂଗଠନର ମୌଲାନା ଅବିଦ ମୁକ୍ତାର ଏବେ ଠାରୁ ହିଁ ଭାରତ, ଆମେରିକା ଓ ଇସ୍ରାଏଲ ବିରୋଧରେ ଜେହାଦ କରିବାକୁ ସଂଗଠନର ସଦସ୍ୟମାନଙ୍କୁ ଉସକାଇବା ଆରମ୍ଭ କରିଛି।

ଜୈଶ ପକ୍ଷରୁ ୩୦ ଜଣ ଆତଙ୍କବାଦୀଙ୍କୁ ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ହମ୍‌ଲା କରିବାକୁ ତାଲିମ ଦେଇଛି। କେବଳ ପ୍ରତିଷ୍ଠାନ ନୁହେଁ, ସୁରକ୍ଷାକର୍ମୀଙ୍କ କନଭୟ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ବାଲାକୋଟ୍‌ରେ ମରକଜ ସୟଦ ଅହମ୍ମଦ ସହିଦ ଟ୍ରେନିଂ କ୍ୟାମ୍ପକୁ ଅସଗର ହିଁ ସକ୍ରିୟ କରିଛି। ଏଥିସହ ଅସଗର ବାହାବଲପୁର ଓ ସିଆଲକୋଟ୍‌ କ୍ୟାମ୍ପରେ ଅଧିକରୁ ଅଧିକ ସଂଖ୍ୟକ ସଦସ୍ୟ ସାମିଲ ହେବାକୁ ମଧ୍ୟ ଆହ୍ୱାନ ଦେଇଛି। ସେହିପରି ମରଦାନରେ ଥିବା କ୍ୱାଆତ ଉଲ ଇସଲାମ, ଅବୁ ହୁରାଇରା ଓ ଅଶବ ଉସ୍‌ ସାଫ ଭଳି ମଦ୍ରାସାରେ ପିଲାମାନଙ୍କୁ ମୌଳବାଦୀ ଚିନ୍ତାଧାରା ପ୍ରଭାବିତ କରିବାକୁ ମଧ୍ୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story