ଆତଙ୍କବାଦୀ ଗିରଫ, ଆଧାରକାର୍ଡ ଜବତ

ଶ୍ରୀନଗର: ଭାରତୀୟ ସେନାର ଯବାନମାନେ କାଶ୍ମୀରର ବାରମୂଲ୍ଲା ଜିଲ୍ଲାରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି। ତା’ଠାରୁ ଏକ ଆଧାରକାର୍ଡ ଜବତ କରାଯାଇଛି। ଆଉ ଏହା ଏବେ ଉଭୟ ସୁରକ୍ଷା ସଂସ୍ଥା ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗିରଫ ଆତଙ୍କବାଦୀର ନାଁ ଅବଦୁଲ ରେହମାନ। ତା’ଘର ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ। ସେ ପାକିସ୍ତାନର ଜୈଶ-ଇ-ମହମ୍ମଦ (ଜେଇଏମ୍) ଆତଙ୍କବାଦୀ ସଂଗଠନର ସଦସ୍ୟ। ସେ ଗତ ଜାନୁଆରୀ ମାସରେ ଭାରତ ଭିତରକୁ କୌଣସି ମତେ ପଶି ଆସିଥିଲା। […]

terrorism

terrorism

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 11:19 AM IST

Sports

Latest News

ଶ୍ରୀନଗର: ଭାରତୀୟ ସେନାର ଯବାନମାନେ କାଶ୍ମୀରର ବାରମୂଲ୍ଲା ଜିଲ୍ଲାରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି। ତା’ଠାରୁ ଏକ ଆଧାରକାର୍ଡ ଜବତ କରାଯାଇଛି। ଆଉ ଏହା ଏବେ ଉଭୟ ସୁରକ୍ଷା ସଂସ୍ଥା ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଗିରଫ ଆତଙ୍କବାଦୀର ନାଁ ଅବଦୁଲ ରେହମାନ। ତା’ଘର ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ। ସେ ପାକିସ୍ତାନର ଜୈଶ-ଇ-ମହମ୍ମଦ (ଜେଇଏମ୍) ଆତଙ୍କବାଦୀ ସଂଗଠନର ସଦସ୍ୟ। ସେ ଗତ ଜାନୁଆରୀ ମାସରେ ଭାରତ ଭିତରକୁ କୌଣସି ମତେ ପଶି ଆସିଥିଲା। ଆତ୍ମଘାତୀ ଆକ୍ରମଣ ପାଇଁ ସେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲା। ତେବେ ଏକ ସ୍ୱତନ୍ତ୍ର ଅପରେସନ୍ ଜରିଆରେ ତାକୁ ଜୀବନ୍ତ ଗିରଫ କରାଯାଇଛି। ଏହା ଏକ ବଡ଼ ସଫଳତା ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେ କହିଛନ୍ତି,“ଅବଦୁଲ ଉପରେ ଗଲା ଦୁଇ ମାସ ହେଲାଣି ନଜର ରଖାଯାଇଥିଲା। ସେ ବାରମୂଲ୍ଲାକୁ ପୂର୍ବରୁ ୭ ଥର ଆସିଥିଲା। ସେ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବାକୁ ଉଦ୍ୟମ କରୁଥିଲା। ସେ ସୋପୋର ଓ କୁପୱାଡା ମଧ୍ୟ ଯାଇଥିଲା।”

ଏହି ଅଧିକାରୀ ଜଣଙ୍କ କହିଛନ୍ତି,“ ଗିରଫ ଅବଦୁଲଠାରୁ ଏକ ଆଧାରକାର୍ଡ ଜବତ କରାଯାଇଛି। ଏହା ସବୀର ଅହମଦ ଖାନଙ୍କ ନାଁରେ ରହିଛି। ଯଦି କାର୍ଡଟି ସତ୍ୟ ହୋଇଥାଏ, ତା’ହେଲେ ଏହା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story