ଜମ୍ମୁ କଶ୍ମୀରରେ ୬ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାର ବଟୋଟେରେ ଚାଲିଥିବା ସର୍ଚ୍ଚ ଅପରେଶନ ଶେଷ ହୋଇଛି। ବନ୍ଧକ ରହିଥିବା ପରିବାରର ସମସ୍ତ ସଦସ୍ୟ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଯବାନ ଗୁଳି ବିନିମୟରେ ସହିଦ ହୋଇଥିବା ବେଳେ ଦୁଇ ପୁଲିସ ଆହତ ହୋଇଥିବା କହିଛନ୍ତି ଜମ୍ମୁ କଶ୍ମୀର ଆଇଜି ମୁକେଶ ସିଂହ। ମୃତ ତିନି ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର। ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଶ୍ରୀନଗର-ଜମ୍ମୁ […]

TERRORIST ATTACK

TERRORIST ATTACK

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 05:59 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାର ବଟୋଟେରେ ଚାଲିଥିବା ସର୍ଚ୍ଚ ଅପରେଶନ ଶେଷ ହୋଇଛି। ବନ୍ଧକ ରହିଥିବା ପରିବାରର ସମସ୍ତ ସଦସ୍ୟ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଯବାନ ଗୁଳି ବିନିମୟରେ ସହିଦ ହୋଇଥିବା ବେଳେ ଦୁଇ ପୁଲିସ ଆହତ ହୋଇଥିବା କହିଛନ୍ତି ଜମ୍ମୁ କଶ୍ମୀର ଆଇଜି ମୁକେଶ ସିଂହ। ମୃତ ତିନି ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର।

ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଶ୍ରୀନଗର-ଜମ୍ମୁ ରାଜପଥରେ ଏକ ବସକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଆତଙ୍କବାଦୀମାନଙ୍କୁ ଚାରିପଟୁ ଘେରିଯାଇଥିଲେ ଭାରତୀୟ ସେନା। ଏହାପରେ ନିରାପଦ ଆଶ୍ରୟ ପାଇଁ ଏକ ଘର ଭିତରେ ପଶିଯାଇ ଥିଲେ ଆତଙ୍କବାଦୀ।

ଆତଙ୍କବାଦୀମାନେ ରାମବନ ଜିଲ୍ଲାରେ ବଟୋଟେରେ ଏକ ଘର ଭିତରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଥିଲେ। ପରିବାରର ଛଅ ସଦସ୍ୟଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଆତଙ୍କବାଦୀ ପ୍ରଥମେ ଛାଡ଼ି ଦେଇଥିଲେ। ଏହାପରେ ଘରର ମୁରବିଙ୍କୁ ବନ୍ଧକ ରଖିଥିଲେ ଆତଙ୍କବାଦୀ। ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ପକ୍ଷରୁ ଏହାପରେ ଚାରିପଟୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ କରାଯାଇଥିଲା। ଏହି ସମୟରେ ବର୍ଷା ହେଉଥିବାରୁ ସର୍ଚ୍ଚ ଅପରେଶନରେ ବ୍ୟାଘାତ ସୃଷ୍ଟି ହୋଇଥିଲା ବୋଲି ଜଣେ ସ୍ଥାନୀୟ ଲୋକ ଏ ବାବଦରେ ସୂଚନା ଦେଇଥିଲେ।

ଶନିବାର ସକାଳୁ ଜମ୍ମୁ କଶ୍ମୀରର ତିନୋଟି ଅଲଗା ଅଲଗା ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଦୁଇଟି ସ୍ଥାନରେ ଆତଙ୍କବାଦୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଅନ୍ୟଟିରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍ ମାଡ଼ କରିଥିଲେ।

ଜମ୍ମୁ କଶ୍ମୀରର ଗଣ୍ଡେରବଲ ଜିଲ୍ଲାର ନରଙ୍ଗ ଜଙ୍ଗଲ ଦେଇ ଯବାନଙ୍କ ଗାଡ଼ି ଯାଉଥିବା ବେଳେ ଆତଙ୍କବାଦୀ ମାନେ ଗ୍ରେନେଡ୍ ମାଡ଼ କରିଥିଲେ। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରେଜ ସେକ୍ଟର ଦେଇ ଏହି ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଇଛି।

ଗତକାଲି ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଏହାପରେ ଆଜି ସକାଳୁ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story