ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ହିଜବୁଲ୍ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ-କାଶ୍ମୀର ସୋପୋରରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏମାନେ ହିଜବୁଲ୍ ମୁଜାହିଦ୍ଦିନ୍‌ର ସଦସ୍ୟ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏନ୍‌କାଉଣ୍ଟର ହୋଇଥିବା ଜାଗାରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଭିଡ଼ ଜମାଇବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ପୋଲିସ୍ ଭିଡ଼ ନିୟନ୍ତ୍ରଣ କରିବା ପାଇଁ  ଲୁହ ବୁହା ଗ୍ୟାସର ପ୍ରୟୋଗ […]

srinagar

srinagar

Rakesh Mallick
  • Published: Friday, 17 June 2016
  • Updated: 17 June 2016, 03:32 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀର ସୋପୋରରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏମାନେ ହିଜବୁଲ୍ ମୁଜାହିଦ୍ଦିନ୍‌ର ସଦସ୍ୟ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଏନ୍‌କାଉଣ୍ଟର ହୋଇଥିବା ଜାଗାରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଭିଡ଼ ଜମାଇବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ପୋଲିସ୍ ଭିଡ଼ ନିୟନ୍ତ୍ରଣ କରିବା ପାଇଁ  ଲୁହ ବୁହା ଗ୍ୟାସର ପ୍ରୟୋଗ କରିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି।

ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ବିଭାଗରୁ ସୂଚନା ପାଇବା ପରେ  ବୋମାଇ ଗାଁରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ କରିଥିଲେ। ପ୍ରାୟ ଏକ ଘଣ୍ଟା ସର୍ଚ୍ଚ ଅପରେସନ୍ ପରେ ଆତଙ୍କୀବାଦୀମାନେ ଏକ ଘରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ଜାଣି ପାରିଥିଲେ। ସେମାନେ ସେହି ଘର ଉପରକୁ ଗୁଳି ଚଳାଇବା ପୂର୍ବରୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା ଆରମ୍ଭ କରିଥିଲେ।  ଏହାର ପାଲଟା ଜବାବ ଦେଇ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story